​​​​​​​ବଲାଙ୍ଗୀର,୧୨।୧୦: ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ଖର୍ଲିକାନି ଛକ ନିକଟରେ ଏଭଳି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଚନ୍ଦନଭାଟି ଞ୍ଚଳର  ଜୟନ୍ତୀ

ରାସ୍ତାକଡ଼ରେ ମହିଳା ଜଣକ ଛିଡା ହୋଇଥିଲେ। ଏହି ସମୟରେ ଗୋଟିଏ ଗାଡି ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳା ଜଣକ ଛିଟିକି ଯାଇ ଜଙ୍ଗଲ ଭିତରେ ପଡିଯାଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳେ ଉତ୍ତେଜନା ଦେଖାଦେଇଛି। ଲୋକମା ଜାତୀୟ ରାଜପଥ ଅବରୋଧ କରିଛନ୍ତି।