ଭୁବନେଶ୍ୱର ୧୦/୧୧: ମହିଳାଙ୍କ ସନ୍ଦେହଜନଜ ମୃତ୍ୟୁ। ରାତିରେ ଶୋଇଥିଲେ, ସକାଳେ ମୃତଦେହ ମିଳିଲା ମୃତଦେହ। ଖାରବେଳନଗର ଅଞ୍ଚଳର ଏକ ଭଡା ଘରୁ ଭିତରୁ ଶବ ଉଦ୍ଧାର କଲା ପୋଲିସ । ମୃତ ମହିଳା ଜଣକ ପୁରୀ ଅଞ୍ଚଳ ହୋଇଥିବା ବେଳେ ସେ ଦୁଇବର୍ଷ ତଳେ ବିବାହ କରିଥିଲେ। ସ୍ୱାମୀଙ୍କ ସହ ଖାରବେଳନଗର ଅଞ୍ଚଳରେ ରହୁଥିବା ପ୍ରାଥମିକ ତଦନ୍ତ ଜଣାପଡିଛି। ଅନ୍ୟପଟେ ମହିଳାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଥିବା ଜଣାପଡିଛ। ପୋଲିସ ତଦନ୍ତ ଜାରି ରଖିଛି।