ବାଲେଶ୍ବର,୧/୪ :  ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା । ନିର୍ମାଣଧୀନ ବିଲ୍ଡିଂରେ ଘଟିଛି ଏହି ଅଘଟଣ । ନିର୍ମାଣଧୀନ ବିଲଡିଂରେ କାମ କରୁଥିବାବେଳେ ଛାତରୁ ଖସିପଡ଼ି ଜନୈକ ଶ୍ରମିକଙ୍କ ମୃତ। (ସିଡିଏମଓ)ଙ୍କ ଅଫିସ ନିକଟରେ ଚାଲିଥିବା ଵିଲ୍ଡିଂ କାମ ।