ବ୍ରହ୍ମପୁର,୧୨।୪ : ଯୁବକଙ୍କୁ ବିଭତ୍ସ ହତ୍ୟା। ଖଣ୍ଡାରେ ସଂଘବଦ୍ଧ ଭାବେ ହାଣି ଯୁବକଙ୍କୁ ହତ୍ୟା। ଗୋଳନ୍ଥରା ଥାନା ଅଧୀନ ପଞ୍ଚମାରେ ଘଟିଛି ଏହି ହତ୍ୟାକାଣ୍ଡ। ହତ୍ୟା କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମୃତକ ଜଣକ ହେଲେ ଏକାଦଶୀ ନାୟକ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ଏସପି ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ହତ୍ୟାର କାରଣ ଜଣାପଡି ନାହିଁ।
ଆହୁରି ପଢନ୍ତୁ : ରାସ୍ତାରେ ଗୁଡାରି ରେଞ୍ଜରଙ୍କୁ ଧରିଲା ଭିଜିଲାନ୍ସ, ଗାଡିରୁ ୨ ଲକ୍ଷ ୩୪ ହଜାର ଟଙ୍କା ଜବତ