ପ୍ରମୂଖ ଖବର
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ମୋବାଇଲରେ ଫଟୋ ଉଠାଇବା ହେଲା କାଳ, ଗୋଡ଼ ଖସିଯିବାରୁ ଜଳପ୍ରପାତରେ ବୁଡି ଯୁବକ ନିଖୋଜ

Published By : Prameya | February 9, 2025 5:44 PM

କଳାହାଣ୍ଡି,୯।୨: ଜଳପ୍ରପାତ ଉପରୁ ମୋବାଇଲରେ ଫଟୋ ଉଠାଇବା ହେଲା କାଳ। ଗୋଡ ଖସିଯିବାରୁ ଜଳପ୍ରପାତର ଗଭୀର  ପାଣି ରେ ବୁଡି ଯୁବକ  ନିଖୋଜ। ଯୁବକ ଜଣକ ହେଲେ  ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡୁମରମୁଣ୍ଡା  ଗ୍ରାମର  ଅଭିନାଶ ପରଜା।

କଳାହାଣ୍ଡି ଜିଲ୍ଲାର  ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରାକୁ କୋରାପୁଟ ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡୁମରମୁଣ୍ଡା  ଗ୍ରାମ ର ଅଭିନାଶ ପରଜା  ଓ ତାଙ୍କ ସାଙ୍ଗ ଦିଲେଶ୍ୱର ଭତ୍ରିଆ ବୁଲିବାକୁ ଆସିଥିଲେ। ଜଳପ୍ରପାତ ଉପରୁ ମୋବାଇଲରେ ଫୋଟୋ ଉଠାଉ ଥିଲେ।  ଅସାବଧାନତା କାରଣରୁ ଶିଉଳିରେ ଗୋଡ଼ ଖସି ଯିବାରୁ ଡୋକରୀ ଜଳପ୍ରପାତର ଗଭୀର  ପାଣିରେ ବୁଡି ନିଖୋଜ ହୋଇଥିଲେ।  ତାଙ୍କୁ ଦୀର୍ଘ ସମୟ ଧରି ତାଙ୍କ ସାଙ୍ଗ ଓ ଅନ୍ୟମାନେ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳି ନ ଥିଲା  l ଖବର ପାଇ ଦମକଳ କର୍ମଚାରୀ ଓ ସ୍ଥାନୀୟ ପୁଲିସ ପହଞ୍ଚି ଜଳପ୍ରପାତ‌ରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.