ପୁରୀ,୧୮/୦୩: ଶ୍ରୀମନ୍ଦିର ପ୍ରଶାସନର ୩୯ କୋଟି ୨୨ ଲକ୍ଷ ଟଙ୍କାକୁ ଏକ ବର୍ଷ ପାଇଁ ସ୍ଥାୟୀ ଜମା। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କରାଗଲା ଜମା। କର୍ପସ ଫଣ୍ଡର ୩୬ କୋଟି ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ୩ କୋଟି ୨୨ ଲକ୍ଷ ସମୁଦାୟ ୩୯ କୋଟି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଏକ ବର୍ଷ ପାଇଁ ଜମା ଦିଆଯାଇଥିବା ସୂଚନା ମିଳିଛି। ଅର୍ଥ ସବ କମିଟିର ଟେଣ୍ଡର ବିଡିଂରେ ୭. ୪୦ ସୁଧ ହାରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୨୦୨୬-୨୭ ବର୍ଷ ପାଇଁ ଏହି ଟଙ୍କା ଜମା କରାଯାଇଛି।

ଆହୁରି ପଢନ୍ତୁ-ବିଜୁ-ନବୀନ ଫାଉଣ୍ଡେସନ ନେଇ ନବୀନଙ୍କ ସ୍ପଷ୍ଟୀକରଣ : ଟ୍ରଷ୍ଟ ନିଷ୍ପତ୍ତି ମୋର, ବାବୁ-ସନ୍ତୋଷଙ୍କ ଟାର୍ଗେଟ୍, କହିଲେ 'ବିକ୍ରମ-ବେତାଳ ଏକାଠି'