ପ୍ରମେୟ Breaking :
ପ୍ରମେୟ Breaking :
T20
T20
T20
T20
Rath Yatra Rath Yatra
ଘୋଷ ଯାତ୍ରା

ମୁଖ୍ୟ ଖବର

News Image
ହ୍ୟୁମାନ ସାଗରଙ୍କୁ ଜାଣିଶୁଣି ମାରି ଦିଆଯାଇଛି..ଥାନାର ଦ୍ୱାରସ୍ଥ ହେଲେ ମାଆ ଶେଫାଳୀ ସୁନା
December 21, 2025

କଟକ ୨୧/୧୨: କଟକ ମର୍କତ ନଗର ଥାନାର ଦ୍ୱାରସ୍ଥ ହେଲେ ସ୍ବର୍ଗତ ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା । ଶନିବାର ବିଳମ୍ବିତ ରାତିରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମାଆ ଶେଫାଳୀ  । ପୁ...

News Image
ଜାନୁଆରୀ ୯ରେ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା, ଷଷ୍ଠରୁ ନବମ ଶ୍ରେଣୀ ଯାଏ ପିଲା ଦେଇପାରିବେ ଏଣ୍ଟ୍ରାନସ୍
December 21, 2025

କଟକ,୨୧/୧୨: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଙ୍ଗ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଜାନୁଆରୀ ୯ରେ ଅନୁଷ୍ଠିତ ହେବ । ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ସକାଳ ୧୦ଟ...

News Image
ଘନ କୁହୁଡ଼ି ପାଇଁ ଜାରି ହେଲା ମାର୍ଗଦର୍ଶିକା, ୬ ଜିଲ୍ଲାରେ ବ୍ୟାପକ ହେବ ସଚେତନତା
December 21, 2025

କଟକ,୨୧/୧୨: ଓଡ଼ିଶାର ଘନ କୁହୁଡ଼ିର ଆଶଙ୍କା ଥିବା ୬ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ସମ୍ବଲପୁର ଆର୍ଟିଓ (ଆଞ୍ଚଳିକ ପରିବହନ ଅଧିକାରୀ)ମାନଙ୍...

News Image
ଥଣ୍ଡାରେ ପୁଣି ବଢ଼ିଲା ଅଣ୍ଡା ଦର: ବଜାରରେ ଗୋଟା ୯ଟଙ୍କା, କିଣା ୭ଟଙ୍କା
December 21, 2025

ଭୁବନେଶ୍ୱର,୨୧/୧୨: ପୁଣି ବଢ଼ିଲା ଅଣ୍ଡା ଦର । ବଜାରରେ ଗୋଟା ୯ଟଙ୍କା । କିଛିଦିନ ତଳେ ଗୋଟା ୭ଟଙ୍କା ଥିବା ବେଳେ ହଠାତ୍ ଦର ପୁଣି ୨ଟଙ୍କା ବଢ଼ିଯାଇଛି । କେବଳ ସେତିକି ନୁହେଁ, ଅଣ୍ଡା...

News Image
ରାଜଧାନୀରେ ପୁଣି ଲଜ୍ଜ୍ୟା: ଚାକିରି ଦେବାକୁ ଡାକି ନାବାଳିକାକୁ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ, ୨ ଅଭିଯୁକ୍ତ ଗିରଫ
December 21, 2025

ଭୁବନେଶ୍ୱର,୨୧/୧୨: ଧଉଳି ଥାନା ଅଞ୍ଚଳରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଚାକିରି ଦେବାକୁ ଡାକି ଜଣେ...

News Image
ନାବାଳକ ଛାତ୍ରଙ୍କୁ ପୁଲିସର ଥାର୍ଡ ଡିଗ୍ରୀ! ସମ୍ବେଦନଶୀଳ ଅଙ୍ଗକୁ ଆଘାତ, ରାଜ୍ୟ ମାନବାଧିକାର କମିଶନ୍‌ଙ୍କୁ ଫେରାଦ୍‌
December 20, 2025

ଜଗତସିଂହପୁର ୨୦/୧୨: ପୁଲିସର ଥାର୍ଡ ଡିଗ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ୧୫ ବର୍ଷର ନାବାଳକ । ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଏହି ନାବାଳକ ଛାତ୍ରଙ୍କ ପାଦ, ହାତ ସହ ସ୍ପର୍...

News Image
କ୍ୟାପିଟାଲ ହସ୍ପିଟାଲ୍‌-ପିଜିଆଇଏମ୍‌ଇଆରରେ ସିବିସି ମେସିନ୍‌ ଅଚଳ: ମୂଷା କାଟିଦେଲା ମେସିନ୍‌ ତାର, ନିରାଶ ହୋଇ ଫେରିଛନ୍ତି ରୋଗୀ
December 20, 2025

ଭୁବନେଶ୍ୱର, ୨୦/୧୨: କ୍ୟାପିଟାଲ ହସ୍ପିଟାଲ-ପିଜିଆଇଏମ୍ଇଆର୍ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପାଥୋଲ୍ୟାବ୍ରେ କମ୍ପ୍ଲିଟ୍ ବ୍ଲଡ୍ କାଉଣ୍ଟ (ସିବିସି) ମେସିନ୍ କିଣା ହୋଇଥିଲା । ମେସିନ୍...

News Image
ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ: ଶଙ୍କର ଓ ସୁରେଶଙ୍କ ସମ୍ପର୍କ ଖୋଳୁଛି ସିବିଆଇ, ଡିଲ୍‌ ଟଙ୍କା କୁଆଡେ ଗଲା ଚାଲିଛି ତଥ୍ୟ ଖୋଜା
December 20, 2025

ଭୁବନେଶ୍ୱର,୨୦/୧୨:  ପୁଲିସ ଏସ୍ଆଇ ନିଯୁକ୍ତି ଜାଲିଆତି ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ  ୩ଜଣ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।  ସେମାନଙ୍କୁ ଜେରା କରି ଜ...

News Image
ଐତିହାସିକ ବାରବାଟୀ ଦୁର୍ଗ ଓ ଗଡ଼ଖାଇର ହେବ ସୌନ୍ଦର୍ଯ୍ୟକରଣ, ଖୁବ୍‌ଶୀଘ୍ର ପ୍ରସ୍ତାବ ଉପରେ ଲାଗିବ ମୋହର
December 20, 2025

କଟକ,୨୦/୧୨: ଐତିହାସିକ ବାରବାଟୀ ଦୁର୍ଗ ଓ ଗଡ଼ଖାଇର ବିକାଶ, ସୌନ୍ଦର୍ଯ୍ୟକରଣ ପାଇଁ ବିଗତ ୧୫ ବର୍ଷ ଭିତରେ ଏକାଧିକ ଯୋଜନା ହୋଇଥିଲେ ବି ଏହାର ସଫଳ ରୂପାୟନ ହୋଇପାରୁନାହିଁ । ଭାରତୀୟ...

News Image
ନିଶାରେ ବେପରୁଆ କାର୍‌ ଚଲାଉଥିଲେ ୩ ମାତାଲ୍ ଯୁବକ, ଅଟକାଇଲେ ବୋଲି ପିସିଆର୍‌ ପୁଲିସକୁ ପିଟିଲେ
December 20, 2025

ଭୁବନେଶ୍ୱର,୨୦/୧୨: ମଦ ପିଇ ନିଶାଶକ୍ତ ଅବସ୍ଥାରେ କାର୍ ଚଳାଇ ଯାଉଥିବା ବେଳେ ପିସିଆର ପୁଲିସ ଅଟକାଇବାରୁ ପୁଲିସକୁ ନିସ୍ତୁକ ପିଟିଲେ । ମୋବାଇଲ ଓ ବଡ଼ି କ୍ୟାମେରା ଛଡ଼ାଇନେଲେ । ସର୍ବ...