ଭୁବନେଶ୍ବର: ଶ୍ରମ ଦିବସରେ ଶ୍ରମିକଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରମିକଙ୍କ ଦରମା ବଢ଼ାଇଲେ ସରକାର । ଶ୍ରମିକଙ୍କ ସରକାର ଭେଟି ଦେଇଥିବାବେଳେ ଦିନକୁ ଅଧିକ ୧୦ ଟଙ୍କା ବଢ଼ିବ ମଜୁରି । ଅଣକୁଶଳି ଶ୍ରମକି ପାଇବେ ୪୭୨ ଟଙ୍କା । ଏହାସହ ଅର୍ଦ୍ଧକୁଶଳି ଶ୍ରମିକ ପାଇବେ ୫୭୨ ଟଙ୍କା । ଅତି କୁଶଳି ଶ୍ରମିକଙ୍କ ମଜୁରି ୬୨୨ ଟଙ୍କାକୁ ବୃଦ୍ଧି କରାଯାଇଛି । ଏପ୍ରିଲ୍ ୧ରୁ ପିଛିଲା ଭାବେ ଏହା ଲାଗୁ ହେବ ବୋଲି କୁହାଯାଇଛି ।
#ବଢ଼ିଲା_ମଜୁରି
— Prameya Digital (@PrameyaDigital) May 1, 2026
ଶ୍ରମ ଦିବସରେ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । #labourday #odisha #mohanmajhi #prameyadigital #PrameyaOdia pic.twitter.com/VgRP1CnYLS