ଅନୁଗୁଳ, ୧୩/୦୫ : ବାପା ସାଜିଲା ସୈତାନ। ପୁଅକୁ ମାରି ପୋତିଦେଲା ବାପା। ମୃତ୍ୟୁର ୬ ଦିନ ପରେ ଜଙ୍ଗଲରୁ ଠାବ ହେଲା ମୃତଦେହ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ସାଇଡ ଥାନା ଆର୍କିଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ମୁରଲୀ ଧର ବେହେରାଙ୍କ ପୁଅ କୁଜା ବେହେରା। ଏହି ଘଟଣାରେ ପୋଲିସ ମୃତକଙ୍କ ବାପା, ମାଆ ଏବଂ ମୃତକଙ୍କ ପ୍ରଥମ ପତ୍ନୀକୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।..

ଏହି ଖବରଟିକୁ ପଢନ୍ତୁ- severe accident : ଦୁର୍ଘଟଣାରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୁରୁତର, ଗର୍ଭବତୀ ବୋହୂ ମୃତ