କରଞ୍ଜିଆ, ୨୩।୩ : ମାଆଙ୍କୁ ପିଟିଲା ବାପା। ଏହା ଦେଖି ତାତିଲେ ୩ ପୁଅ। ହୋଇଗଲେ ୩ ପୁଅ ନିର୍ଦ୍ଦୟୀ । ରାଗରେ ବାପାକୁ କାଠରେ ପିଟିପିଟି ମାରିଦେଲେ । କରଞ୍ଜିଆ ଠାକୁରମୁଣ୍ଡା କାଶିବେଡା ଗାଁରେ ଘଟିଛିଏଭଳି ଏକ ଅଭାବନୀୟ ଘଟଣା । ହତ୍ୟା କରିବା ପରେ ୩ ପୁଅ ଯାଇ ଥାନାରେ ଆତ୍ମସର୍ମପଣ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

ଆହୁରି ପଢନ୍ତୁ : ବୋଟ୍‌ରୁ ମାଛ ବାହାର କରିବା ବେଳେ ଅଘଟଣ : ଗ୍ୟାସ ନିର୍ଗତ ହୋଇ ୨ ମୃତ