ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭାରତରେ ତିଆରି ହେବାକୁ ଯାଉଛି ଦୁଇଟି ନ୍ୟୁକ୍ଲିୟର ସବମରିନ୍‌, ୪୦ ହଜାର କୋଟି ଟଙ୍କାର ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରୀ

Published By : Harapriya Biswal | October 10, 2024 5:18 PM

ନୂଆଦିଲ୍ଲୀ,୧୦।୧୦: ଭାରତ ସରକାରଙ୍କ ସିସିଏସ୍‌ ଅର୍ଥାତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧିନ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି ଦୁଇଟି ସ୍ବଦେଶୀ ପରମାଣୁ ବୁଡ଼ାଜାହାଜ ତିଆରି କରିବାର ଅନୁମତି ଦେଇଛି। ଏହାଦ୍ବାରା ଭାରତୀୟ ନୌସେନାର ସାମରିକ ଓ ଆକ୍ରାମକ କ୍ଷମତାରେ ବୃଦ୍ଧି ହେବ। ଏହି ବୁଡ଼ାଜାହାଜ ତିଆରି ହେବାଫଳରେ ନୌସେନାର ଶକ୍ତି ଭାରତ ମହାସାଗର ଓ ଦକ୍ଷିଣ ଚୀନ୍ ସାଗରରେ ଅଧିକ ହୋଇଯିବ।

ଏହି ବୁଡ଼ାଜାହାଜକୁ ବିଶାଖାପାଟନମ୍‌ ଶିପ୍ ବିଲ୍ଡିଂ ସେଣ୍ଟରରେ ତିଆରି କରାଯିବ। ଏହି ତିଆରି ହେବାରେ ଲାର୍ସେନ ଆଣ୍ଟ ଟୁର୍ବୋ ଭଳି ଘରୋଇ କମ୍ପାନୀର ସାହାଯ୍ୟ ମଧ୍ୟ ନେଇପାରେ। ବୁଡ଼ାଜାହାଜ ୯୫% ପର୍ଯ୍ୟନ୍ତ ସ୍ବଦେଶୀ ରହିବ। ଏହି ବୁଡ଼ାଜାହାଜ ଅରିହନ୍ତ କ୍ଳାସରୁ ଅଲଗା ହେବ। ଏହି ପ୍ରୋଜେକ୍ଟ ଆଡଭାନ୍ସ ଟେକ୍ନୋଲୋଜି ଭେସେଲ ଅନୁସାରେ ତିଆରି କରାଯିବ।

ଏବେ ଦୁଇଟି ବୁଡ଼ାଜାହାଜ ତିଆରି ହେବ, ଏହାପରେ ଆହୁରି ୪ଟି ତିଆରି ହୋଇପାର। ସେଭଳି ଭାରତ ନିକଟରେ ନିଜର ଦ୍ବିତୀୟ SSBN ଅର୍ଥାତ ପରମାଣୁ ଯୁଦ୍ଧପୋତ INS Arighat କମିଶନ୍ କରିଛି। ଆଗାମୀ ବର୍ଷ ସୁଦ୍ଧା ଭାରତୀୟ ନୌସେନାକୁ ଅଲଗା ଅଲଗା ଭାବରେ ବହୁ ବୁଡ଼ାଜାହାଜ  ଓ ସବମରିନ୍‌ ମିଳିବାକୁ ଯାଉଛି। ଏହି ୧୨ ଯୁଦ୍ଧ ଜାହାଜରେ ଫ୍ରିଗେଟସ୍‌, କର୍ଭିଟସ୍‌, ଡେଷ୍ଟେ୍ରାୟର୍ସ,ସବମରିନ୍ ଓ ସର୍ଭେ ଭେସଲ ମଧ୍ୟ ରହିଛି। ନୌସେନାରେ ଏହା ସାମିଲ ହେବା ଫଳରେ ଇଣ୍ଡିଆନ୍‌ ଓସେନ୍ ରିଜନ୍‌ରେ ସୁରକ୍ଷା ସ୍ତର ବଢାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.