ପୁରୀ,୧୩/୦୬: ଖଜା ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିବା ଅଭିଯୁକ୍ତ ସୋହନକୁ ଗିରଫ। ଅଭିଯୁକ୍ତ ସୋହନଙ୍କୁ କୋର୍ଟଚାଲାଣ କରିଛି ଟାଉନଥାନା ପୁଲିସ । ସେ ହେଲା ଉକ୍ତ  ଥାନା ଅଧୀନ ବଳଭଦ୍ରଲେନ୍‌ର ସୋହମ ରାୟ ଓରଫ ସୋହନ  (୨୪) ।

ଆଇଆଇସି ଗୋକୁଳ ରଞ୍ଜନ ଦାଶଙ୍କ କହିବାନୁଯାୟୀ, ଗତ ମେ’ ୨୩ ତାରିଖରେ ପାପୁଡ଼ିଆ ମଠ ନିକଟରେ ବେପାରକୁ  ନେଇ ଖଜା ବେପାରୀ ବଡ଼ଦାଣ୍ଡରେ ପିଟାପଟି ହୋଇଥିଲେ । ଯାହାକି   ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଉପରେ କୁପ୍ରଭାବ ପଡିଥିଲା । ପୁଲିସ ନିଜ  ଆଡୁ ଏକ ମାମଲା  କରି ପୂର୍ବରୁ ୩ଜଣଙ୍କୁ ଗିରଫ କରିଥିଲା ।

ଅଧିକ ପଢ଼ନ୍ତୁ :-  Bhubaneswar Crime: ରାଜଧାନୀରେ ରାତିଅଧରେ ଅପରାଧୀଙ୍କ ଆତଙ୍କ, ଡେଲିଭରି ବୟକୁ ଗୋଡ଼ାଇ ହାଣିଲେ ,୨ ଭାଇଙ୍କୁ ପଡୋଶୀଙ୍କ ମରଣାନ୍ତକ ଆକ୍ରମଣ