ହାଇଦ୍ରାବାଦର 'ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି' ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , କହିଲେ- ଏହା ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ପ୍ରଦତ୍ତ କାଳଜୟୀ ମୂଲ୍ୟବୋଧର ଏକ ସ୍ମାରକ
ଭୁବନେଶ୍ୱର : ହାଇଦ୍ରାବାଦ ସ୍ଥିତ ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟିକୁ , ଆଜି ( ୨୦ ଡିସେମ୍ୱର)ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କର...