Ekamra Project : ମୁହଁ ମାଡ଼ି ପଡ଼ିଛି ଏକାମ୍ର ପ୍ରକଳ୍ପ, ୯ଟିରୁ ବନ୍ଦ କରିଦେଲେ ୫ଟି ପ୍ରକଳ୍ପ, ବିନ୍ଦୁସାଗର ପରିକ୍ରମା ଓ ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ହେବନି
ଭୁବନେଶ୍ଵର, ୨୨/୦୭ (ସ୍ମୃତିରଞ୍ଜନ ବିଶ୍ୱାଳ) : ମୁହଁ ମାଡ଼ି ପଡ଼ିଛି, ଉଧେଇ ପାରୁନି । ତିନି ବର୍ଷ ତଳେ ଆରମ୍ଭ ହୋଇଥିଲା ଏକାମ୍ର ପ୍ରକଳ୍ପ । ତା&...