Climate Risk: ୟୁନିସେଫ୍ର ସାଙ୍ଘାତିକ୍ ରିପୋର୍ଟ; ଭୟଙ୍କର ଗ୍ରୀଷ୍ମପ୍ରବାହରେ ୧୫୦ କୋଟି ପିଲା ପ୍ରଭାବିତ, ଅଧିକ ବିପଦର ସାମ୍ନା କରୁଛନ୍ତି ଭାରତର ପିଲା
ନୂଆଦିଲ୍ଲୀ,୧୭/୦୬; ବିଶ୍ୱର ଅଧା ଶିଶୁ ଘୋର ଜଳବାୟୁ ସଙ୍କଟର ସାମ୍ନା କରୁଛନ୍ତି । ସେଥିରେ ଗ୍ରୀଷ୍ମ ପ୍ରବାହ, ବନ୍ୟା, ବାତ୍ୟା ଓ ମରୁଡି ଭଳି ବି...