ବଜେଟରେ ଉଚ୍ଚଶିକ୍ଷା ପ୍ରତି ସରକାରଙ୍କ ଗୁରୁତ୍ବ: ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍ଟପ୍, ସ୍ନାତକୋତ୍ତର ସ୍ତରରେ ବାର୍ଷିକ ୩୦ ହଜାର ଟଙ୍କା ମଳିବ ମେଧାବୃତ୍ତି
ଭୁବନେଶ୍ବର,୨୦/୦୨: ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଶୁକ୍ରବାର ବିଧାନସଭାରେ ବଜେଟ ମୁଣି ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ବି...