AI Data Centers Fuel Boom: ସଫ୍ଟୱେର୍ ପ୍ରଫେସନାଲଙ୍କୁ ଟପିଲେ ମେକାନିକାଲ୍ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର, AI ଡାଟା ସେଣ୍ଟରରେ ମାଳ ମାଳ ଚାକିରି !
ନୂଆଦିଲ୍ଲୀ, ୮।୭: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଡାଟା ସେଣ୍ଟର ଶିଳ୍ପରେ ମେକାନିକାଲ, ଇଲେକ୍ଟ୍ରିକାଲ ଏବଂ ଅନ୍ୟାନ...