ଓଡ଼ିଶା ସେମିକଣ୍ଡକ୍ଟର ଯାତ୍ରାରେ ଐତିହାସିକ ଅଧ୍ୟାୟ: 3D Glass Solution ପ୍ରକଳ୍ପର ଶିଳାନ୍ୟାସ, ମୁଖ୍ୟମନ୍ତ୍ରୀ କହିଲେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ
ଭୁବନେଶ୍ୱର,୧୯/୦୪: ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଉ ଏକ ପାଦେ ଆଗେଇଲା ଓଡ଼ିଶା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ଆତ୍ମବିଶ୍...