ନରସିଂହପୁର,୧୪/୦୧: ନରସିଂହପୁର ବନଖଣ୍ଡ ଅନନ୍ତ ପ୍ରସାଦ ଗାଁରେ ବାଘ ମଣିଷ ଲଢ଼େଇ। ଘର ଭିତରେ ପଶି ଯୁବକଙ୍କୁ ଆକ୍ରମଣ କରିଥିଲା ବାଘ।ଆକ୍ରମଣ ବେଳେ ବାଘ ସହ ଯୁବକଙ୍କ ଜୋରଦାର ଲଢ଼େଇ ବେଳେ ବାଘ ମୃତ୍ୟୁ ହୋଇଛି । ଏଥିରେ ଯୁବକ ଜଣକ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତରଣ କରାଯାଇଛି। ଗୁରୁତର ଯୁବକ ଜଣକ ଶୁଭ୍ରାଂଶୁ ଭୋଳ ବୋଲି ଜଣାପଡିଛି। ସେପଟେ ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ବନ ବିଭାଗ।

ଆହୁରି ପଢନ୍ତୁ- ବିଶ୍ୱର ସବୁଠୁ ଛୋଟ ଗାଈ ‘ପୁଙ୍ଗାନୁର: କ୍ଷୀରରେ ରହିଛି ଔଷଧୀୟ ଗୁଣ, ସ୍ୱାଦ କ୍ରିମ୍‌ ଠାରୁ ବି ଅଧିକ ମିଠା​​​​​​​