ଭୁବନେଶ୍ବର,୧୨।୧୨ :  ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଜିଏସଟି ଦୁର୍ନୀତିରେ CT GSTର ଅତିରିକ୍ତ ବାଣିଜ୍ୟକର ଅଧିକାରୀ (ଏସିଟିଓ ) ଗିରଫ। CT GSTର ଏସିଟିଓ ଅବିନାଶ ପ୍ରଧାନଙ୍କୁ  ଭିଜିଲାନ୍ସ ଗିରଫ  କରିଛି। ଏଥିସହ ୨ ଜଣ ବ୍ୟବସାୟୀଙ୍କୁ  ମଧ୍ୟ  ଭିଜିଲାନ୍ସ ଗିରଫ କରିଛି। ବ୍ୟବସାୟୀ ସାତ୍ୟକୀ ପଟ୍ଟନାୟକ,ଦୀପ୍ତିକାନ୍ତ ଚୌଧୁରୀଙ୍କୁ ଭିଜିଲାନ୍ସ ଗିରଫ କରିଛି।