ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଏନ୍‌ଆଇଓଏସ୍‌ରେ ଷ୍ଟ୍ରିମ୍‌-୨ରେ ମେ’ ୧ରୁ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର,୨୫/୦୪: ଯଦି ଜଣେ ବୋର୍ଡ଼ ପରୀକ୍ଷାରେ ଫେଲ୍‌ ହୋଇଛନ୍ତି, ତେବେ ତାଙ୍କ ପାଖରେ ଆଉ ଏକ ସୁଯୋଗ ରହିଛି, ଯଦ୍ଦ୍ୱାରା ଗୋଟିଏ ବର୍ଷ ବର୍‌ବାଦ ହେବ ନାହିଁ । ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓପନ୍‌ ସ୍କୁଲିଙ୍ଗ୍‌ (ଏନ୍‌ଆଇଓଏସ୍‌) ରେ ଷ୍ଟ୍ରିମ୍‌-୨ରେ ମେ’ ୧ରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହି  ଉଦ୍ଦେଶ୍ୟରେ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅକ୍ଟୋବର ଏବଂ ନଭେମ୍ବର ମାସରେ କରାଯିବ । ଡିସେମ୍ବରରେ ଏହାର ଫଳାଫଳ ଜାରି ହେବ ।  

ଏହା ସହିତ ଏନ୍‌ଆଇଓଏସ୍‌ରେ ଅସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ  ଅନ୍‌ ଡିମାଣ୍ଡ ଏଗ୍‌ଜାମର ବିକଳ୍ପ ମଧ୍ୟ ଅଛି । ଏଥିପାଇଁ ଫେଲ୍‌ ଛାତ୍ରଛାତ୍ରୀମାନଙ୍କ  ମୂଳ ବୋର୍ଡ଼ରୁ ଯେଉଁ ଦୁଇଟି ବିଷୟରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନଙ୍କ ଅଙ୍କ  ଏନ୍‌ଆଇଓଏସ୍‌ ତରଫରୁ ଏହିଭଳି ଭାବେ ମିଶାଇ ଦିଆଯିବ । ଛାତ୍ରଛାତ୍ରୀଙ୍କୁ  କେବଳ ତିନୋଟି ବିଷୟରେ ପରୀକ୍ଷା ଦେବାକୁ ହେବ ।  ଅନ୍‌ ଡିମାଣ୍ଡ ଏଗ୍‌ଜାମ ନିମନ୍ତେ ଆବେଦନ କରିବା ଦ୍ୱାରା ମାସେରୁ ଦେଢ଼ ମାସ  ମଧ୍ୟରେ ପରୀକ୍ଷା କରାଯିବ । ଛାତ୍ରଛାତ୍ରୀ ଏନ୍‌ଆଇଓଏସ୍‌ର ୱେବ୍‌ସାଇଟ୍‌ ପରିଦର୍ଶନ  କରି ଆବେଦନ କରିପାରିବେ । ଏହି ଦୁଇଟି ବିକଳ୍ପରେ ପ୍ରତି ବର୍ଷ ହଜାର ହଜାର  ସଂଖ୍ୟାରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.