ଭଦ୍ରକ ୦୧/୧୦: ଭଦ୍ରକ ଧାମନଗରରେ ପୋଲସ ଡିଜି ୱାଇ.ବି ଖୁରାନିଆ।ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଡିଜିପିଙ୍କ ସ୍ବତନ୍ତ୍ର ବୈଠକ। ପୂର୍ବାଞ୍ଚଳ ଡିଆଇଜିଙ୍କ ସହ ଭଦ୍ରକ ଏସ୍ପି ମଧ୍ୟ ଉପସ୍ଥିତ ରହିଛନ୍ତି। ଭଦ୍ରକରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କଲେ । ଜିଲ୍ଲାରେ କିଭଳି ଶାନ୍ତି ଫେରାଇ ଆଣି ହେବ ସେ ବିଷୟରେ ବୈଠକ ଆଲୋଚନା କରିଥିବା ସୂଚନା ମିଳିଛି।