ପ୍ରମୁଖ ଖବର
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ଇରାନର ରାଷ୍ଟ୍ରପତିଙ୍କ ହେଲିକପ୍ଟରର 'ହାର୍ଡ ଲ୍ୟାଣ୍ଡିଂ' , ପ୍ରେସିଡେଣ୍ଟଙ୍କ ସହ ହୋଇ ପାରୁନି ସଂପର୍କ

ଏପି, ତେହରାନ – ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟରକୁ ରବିବାର ହାର୍ଡ ଲ୍ୟାଣ୍ଡିଂ କରିବାକୁ ପଡ଼ିଛି। ଆଭ୍ୟନ୍ତରୀଣ ମନ୍ତ୍ରୀ ଅହମ୍ମଦ ୱାହିଦି ଏହି କଥାର ସୂଚନା ଦେଇଛନ୍ତି। ରଇସୀ ଇରାନର ପୂର୍ବ ଅଜରବୈଜାନ ପ୍ରାନ୍ତରେ ଯାତ୍ରା କରୁଥିଲେ। ଉକ୍ତ ଘଟଣା ଇରାନର ରାଜଧାନୀ ତେହରାନ ଠାରୁ ପାଖାପାଖି ୬୦୦କିଲୋମିଟର ଉତ୍ତର-ପଶ୍ଚିମରେ ଜୋଲଫା ସହର ପାଖରେ ହୋଇଛି। ସାମନାକୁ ଆସିଛି କି କଥିତ ଭାବେ ୩ଟି ହେଲକପ୍ଟର ଏକ୍ସର୍ଟରେ ଥିଲେ ଏବଂ ଅନ୍ୟ ଦୁଇଟି ବିନା କୌଣସି ସମସ୍ୟାରେ ଫେରିଛନ୍ତି।

ପ୍ରେସ୍‌ ଟିଭିର ରିପୋର୍ଟ ଅନୁସାରେ, ଅଧିକାରୀମାନେ କହିଛନ୍ତି କି , ଖରାପ ପାଗ କାରଣରୁ ଇରାନୀ ରେଡ୍‌ କ୍ରିସେଣ୍ଟ ସୋସାଇଟିର ଉଦ୍ଧାରକାରୀ ଟିମ୍‌ ପାଇଁ ଏହି ଅଞ୍ଚଳରେ ପହଞ୍ଚିବାକୁ ମୁସ୍କିଲ ହୋଇ ଯାଇଛି , ଯେଉଁଠି ଏହି ଘଟଣା ଘଟିଛି। ଅପରେସନରେ ସହାୟତା ପାଇଁ ଡ୍ରୋନ୍‌ ମଧ୍ୟ ପଠାଯାଇଛି। ରଇସି ୧୯ ମେ ସକାଳ ଅଜରବୈଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କ ସହ ଏକ ଡ୍ୟାମ୍‌ର ଉଦଘାଟନ କରିବାକୁ ଅଜରବୈଜାନ ଯାଇ ଥିଲେ। ଅରାସ ନଦୀରେ ନିର୍ମିତ ଏହା ୩ୟ ଡ୍ୟାମ୍‌ , ଯାହାକୁ ଦୁଇ ଦେଶ ମିଶି ତିଆରି କରିଛନ୍ତି।

ଉଲ୍ଲେଖନୀୟ ଯେ, ଇରାନୀ ବିଦେଶ ମନ୍ତ୍ରୀ ହୋସୈନ ଅମିରାବଦୁଲ୍ଲାହିୟନ ଓ ପ୍ରାନ୍ତର ଇରାନୀ ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଅୟାତୁଲ୍ଲା ମହମ୍ମଦ ଅଲୀ ଆଲେ-ହାଶେମ, ରଇସୀଙ୍କ ସହ ହେଲିକପ୍ଟରରେ ଥିଲେ। ଶକ୍ତି ମନ୍ତ୍ରୀ ଅଲୀ ଅକବର ମେହରାବିୟାନ ଓ ଆବାସ ଏବଂ ପରିବହନ ମନ୍ତ୍ରୀ ମେହରଦାଦ ବଜରପାଶ ଅନ୍ୟ ହେଲିକପ୍ଟରରେ ଥିଲେ , ଯିଏ ସୁରକ୍ଷିତ ଭାବେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.