ପ୍ରମୂଖ ଖବର
  • କାମାକ୍ଷାନଗର : ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଦେଲା ପାଗଳ ସ୍ୱାମୀ, କାରଣ ଅସ୍ପଷ୍ଟ
  • ||
  • ସୁନ୍ଦରଗଡ଼ : ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କଟକ: ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍ ଦର ନିୟନ୍ତ୍ରଣ ପାଇଁ ବେପାରିଙ୍କୁ ତାଗିଦ୍
  • ||
  • ପାଟଣାରେ ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘରଦ୍ଵାର
  • ||
  • ମାଲକାନଗିିରି: ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ
  • ||
  • କଟକ: ମହାନଦୀକୁ ଡେଇଁ ଆତ୍ମହତ୍ୟା, ମୃତଦେହ ଜବତ କରିବ ପରିଚୟ ଖୋଜୁଛି ପୋଲିସ
  • ||
  • ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ
  • ||
  • ପାଟଣା : ଶୋଇବା ଘରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗୋରୁ ବୋଝେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ, ଡ୍ରାଇଭର ଫେରାର
  • ||
  • ବୈପାରିଗୁଡା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୫ ଗିରଫ
  • ||
  • ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ ଅଭିଯୋଗ, ଆଜି ଆଣ୍ଟି ରାଗିଂ ସେଲ୍‌ର ବୈଠକ
  • ||
  • ଆନନ୍ଦପୁର : ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ଆକ୍ରମଣ, ୪ ଆହତ
  • ||
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଖୁରିଗାଁ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ନାଏବ ସରପଞ୍ଚ

ଟିକିରି,୧୪।୧୧ :   ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଖୁରୀଗାଁ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ନାଏବ ସରପଞ୍ଚ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ନାଏବ ସରପଞ୍ଚ ବନିତା ନାଏକଙ୍କ ୬ ଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ଆଣିବାପାଇଁ   ଏକ ଲିଖିତ ଅଭିଯୋଗ ରାୟଗଡ଼ ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀଙ୍କୁ ଦେଇଛନ୍ତି । 

 ସୂଚନା ମୁତାବକ ସରପଞ୍ଚ ଶ୍ୟାମ ସୁନ୍ଦର ମାଝୀଙ୍କ ବିରୋଧରେ  ପଞ୍ଚାୟତର ମାସିକ ବୈଠକ ନକରିବା, ୱାର୍ଡ ମେମ୍ବର ମାନଙ୍କୁ ପଞ୍ଚାୟତ କାର୍ଯ୍ୟରେ ସହଯୋଗ ନ କରିବା , ବାର୍ଷିକ କାର୍ଯ୍ୟଖସଡ଼ା ନିଜ ମନୋମୁଖି ଭାବେ ପ୍ରସ୍ତୁତ କରିବା ଭଳି ସଙ୍ଗୀନ ଅଭିଯୋଗ ଲିଖିତ ଭାବରେ  କରିଛନ୍ତି। ଏହା ସହ ସରପଞ୍ଚ ଶ୍ରୀ ମାଝୀଙ୍କ ତାଙ୍କ ପଦବୀରୁ ବରଖାସ୍ତ କରିବା ସହ ସରପଞ୍ଚ ପଦବୀରୁ ବହିଷ୍କାର କରିବାକୁ ନିବେଦନ କରିଛନ୍ତି। ଏହି ଅଭିଯୋଗ ଦେବା ସମୟରେ ନାଏବ ସରପଞ୍ଚ ଶ୍ରୀମତୀ ନାଏକଙ୍କ ସହ ଅମରସିଂ ଗୁଡା ୱାର୍ଡ ମେମ୍ବର ଚନ୍ଦ୍ରାବତି ଝୋଡିଆ, ଉପର ମଣ୍ଡିଝୋଲା ୱାର୍ଡ ମେମ୍ବର ଦିନବନ୍ଧୁ ମାଝୀ , ତଳମାଳିଗାଁ ୱାର୍ଡ ମେମ୍ବର୍ ବସନ୍ତ ଗୌଡ଼ , ପଣସପଦର ୱାର୍ଡ ମେମ୍ବର ଯାମି ମାଝୀ, ଅଡ଼ାର ମାଝୀ ୱାର୍ଡ ମେମ୍ବର ଚନ୍ଦ୍ରମା ନାଏକ ଉପସ୍ଥିତ ଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.