ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି, ସଂଶୋଧିତ ଇଂରାଜୀ ବନାନ ତ୍ୱରିତ୍ କାର୍ଯ୍ୟକାରୀ କର, ୬ ମାସରେ ବ୍ୟବସାୟିକ ଓ ବେସରକାରୀ ସଂସ୍ଥାରେ ଲାଗିବ ସଂଶୋଧିତ ନାମଫଳକ
ଭୁବନେଶ୍ୱର, ୨୧/୦୭: ରାଜ୍ୟର ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ୍ ଏବଂ ସହରାଞ୍ଚଳ ନାଁ ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ...