Karlapat : ପୂର୍ବଘାଟ ପର୍ବତମାଳାର ଶ୍ୟାମଳ ଶୋଭା କାର୍ଲାପାଟ, ସମୃଦ୍ଧ ଜୈବ ସନ୍ତୁଳନକୁ ଜାବୁଡ଼ି ଧରିଛନ୍ତି ଘଞ୍ଚ ସବୁଜ ବନାନୀ ଓ ଚିରସ୍ରୋତା ନଦୀ ନାଳ
ଭବାନୀପାଟଣା, ୮/୬ (ସନ୍ତୋଷ ସିଂହଦେଓ) : ପୂର୍ବଘାଟ ପର୍ବତମାଳାର ଶ୍ୟାମଳ ଶୋଭା, କୁଳୁକୁଳୁ ନାଦରେ ବୋହିଯାଉଥିବା ଚିରସ୍ରୋତା ନଦୀ ଏବଂ ଜୈବ ବିବ...