ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବା ମଧ୍ୟରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଚାରି ଦଶନ୍ଧି ଧରି ଅଟକି ରହିଥିବା ଜଳବିଦ୍ୟୁତ ପ୍ରକଳ୍ପକୁ ଅନୁମୋଦନ
ନୂଆଦିଲ୍ଲୀ,୧୧/୧୦: ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବା ମଧ୍ୟରେ, କେନ୍ଦ୍ର ସରକାର ଜମ୍ମୁ ଏବଂ କାଶ୍ମୀରର ଚେନାବ ନଦୀ ଉପରେ ୧୮୫୬ ମ...