ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ବିଶ୍ୱ ପୁସ୍ତକ ଦିବସ

Published By : Prameya | April 23, 2025 1:40 PM

   ପୁସ୍ତକ ଅଧ୍ୟୟନରେ ଅନ୍ତତଃ ପାଞ୍ଚଟା ସୁଫଳ ମିଳେ । ଏହାଦ୍ୱାରା ଜ୍ଞାନ ଅଧିକ ହୁଏ, ମସ୍ତିଷ୍କର ବ୍ୟାୟାମ ହୁଏ, ମନୁଷ୍ୟ ନିଜ ଭାବନାକୁ ସ୍ପଷ୍ଟ ଦୃଷ୍ଟିକୁ ଆଣେ, ସମବେଦନା ଜଣାଇବାକୁ କ୍ଷମତା ବଢ଼ାଏ ଏବଂ ଶକ୍ତି ବଢ଼ାଏ । ପୁସ୍ତକଟିଏ ଅତୀତ ଓ ବର୍ତ୍ତମାନ ମଧ୍ୟରେ ଏକ ଦୃଢ଼ ସେତୁ । ପୁସ୍ତକଟି ଆମ ଅତୀତର ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ସମସ୍ତ ବିବରଣୀ ଦିଏ । ଏର୍‌ନେଷ୍ଟ ଜଣେ ବିଶିଷ୍ଟ ଲେଖକ ଓ ପାଠକ ଥିଲେ । ପ୍ରତିଦିନ ୩୦ ମିନିଟରୁ ୧ ଘଣ୍ଟା ପ୍ରତିଦିନ ବ୍ୟାୟାମ କଲେ ସେଇ ଅନୁସାରେ ଆୟୁ ବଢ଼େ । ୧୯୪୭ରୁ ୧୯୫୪ ପର୍ଯ୍ୟନ୍ତ ଆଠ ଥର ବା ଆଠ ବର୍ଷ ତାଙ୍କ ନାମ ଶିକ୍ଷାରେ ନୋବେଲ ପୁରସ୍କାର ପାଇଁ ମିଳିଥିଲା । ୧୯୫୪ରେ ସେ ପୁରସ୍କାର ପାଇଲେ । ଏରନେଷ୍ଟଙ୍କର ପୁସ୍ତକ ବିଷୟରେ ପାଠକଙ୍କୁ ଦାନ ଅସୀମ । ଭାରତୀୟମାନେ ଅଧ୍ୟୟନକୁ ଭଲ ପାଆନ୍ତି । କିନ୍ତୁ ଦେଶର ଆବଶ୍ୟକତାର ମାତ୍ର ୫ ପ୍ରତିଶତ ସରକାର ଦେଇପାରେ । ୨୦୨୧ରେ ଦେଶର ଅନେକ ସାଧାରଣ ୧୩ କୋଟି ପୁସ୍ତକ ଓ ପତ୍ରିକା ଥିଲା । ଆଜିକାଲି ପାଠକମାନେ ପୁସ୍ତକ, ପତ୍ରିକା ଓ ଖବରକାଗଜ ଉପରେ ସମୟ ନଦେଇ ୟୁଟ୍ୟୁବ, ରେଡିଓ ଓ ଟିଭିରୁ ଅଳ୍ପ ସମୟରେ ସବୁ ଜାଣୁଛନ୍ତି । ୟୁଏସ୍‌ଏରେ ୟୁକେର ପ୍ରଧାନମନ୍ତ୍ରୀ ପୁସ୍ତକାଳୟ ପ୍ରତି ୧୯୯୮ରେ ୧୫ଲକ୍ଷ ପାଉଣ୍ଡ ମଞ୍ଜୁର କରିଥିଲେ । ବିଶ୍ୱ ପୁସ୍ତକ ସହ ଜାତିସଂଘର ନୂତନ ଖାଦ୍ୟ ଓ ଶସ୍ୟ ବିଭାଗ ମଧ୍ୟ ମିଳିତ । ତାହା ୧୬ ଅକ୍ଟୋବରରୁ ପାଳିତ ହୋଇଛି । ପୁନଶ୍ଚ ଭଲ ସ୍ୱାସ୍ଥ୍ୟ ପାଇଁ ଯୋଗ ଆବଶ୍ୟକ ହୁଏ- ଆସନ, ପ୍ରାଣାୟାମ, ଶିବାସନ, ସ୍ୱାଭାବିକ ଖାଦ୍ୟ ଏବଂ ଧ୍ୟାନ । ସୁତରାଂ, ଉତ୍ତମ ସ୍ୱାସ୍ଥ୍ୟ ଓ ଭଲ ଖାଦ୍ୟ ପାଇଁ ପୁସ୍ତକ ଅଧ୍ୟୟନ ଓ ସ୍ୱାସ୍ଥ୍ୟ ବିଷୟରେ ଯୋଗ ଆବଶ୍ୟକ ହୁଏ । ଏସବୁ ବିଶ୍ୱ ପୁସ୍ତକ ଦିବସ ପ୍ରତି ଦୃଷ୍ଟି ଦେବା ଉଚିତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.