ନିର୍ବାଚନ ଖବର
  • ଖଇରା ଅଞ୍ଚଳରେ ବାଘ ଆତଙ୍କ: ଆକ୍ରମଣରେ ୪ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
  • ||
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ବିଭିନ୍ନ ନିଯୋଗର ଆଲୋଚନା
  • ||
  • ଶ୍ରୀମନ୍ଦିରରେ ପୁଣି ଲାଗିଲା ଲାଇଟ୍, ତିନି ଦିନ ପରେ ଝଲସିବ ବଡ଼ଦେଉଳ
  • ||
  • କଟକରେ ମୋ' ବସ୍‌କୁ ଧକ୍କା ଦେଲା ଟ୍ରକ୍, ୫ ଗୁରୁତର, ୪ ଆହତ
  • ||
  • ମାଲକାନଗିରି: ନିମ୍ନମାନର କାମ ଯୋଗୁ ବର୍ଷାରେ ପୁଣି ଭୁସୁଡ଼ିଲା ବିମାନବନ୍ଦର ପାଚେରୀ
  • ||
  • ବଡଚଣା: ବସ୍-ଟ୍ରକ ମଧ୍ୟରେ ଧକ୍କା , ଦୁଇ ମୃତ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ।
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଅଷ୍ଟ୍ରେଲିଆକୁ ଭେଟିବେ ଇଂଲଣ୍ଡ , ପୁରୁଣା ପ୍ରତିଦ୍ୱନ୍ଦ୍ୱୀ, ନୂଆ ଉତ୍ସାହ
  • ||
  • ୧୭ରେ ଖୋଲିବ ସ୍କୁଲ୍, ସପ୍ତାହେ ପୂର୍ବରୁ ପ୍ରସ୍ତୁତ ହେବେ କର୍ତ୍ତୃପକ୍ଷ
  • ||
  • ୧୦ ସକାଳେ ବସିବ ବିଜେପି ବିଧାୟକ ଦଳ ବୈଠକ , ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର
  • ||
  • ନୂଆଦିଲ୍ଲୀ : ଶପଥ ପରେ ଇଟାଲୀ ଗସ୍ତ କରିବେ ମୋଦି, ବାଇଡେନ୍‌ଙ୍କୁ ଭେଟିବେ ଓ ଜି-୭ ବୈଠକରେ ଯୋଗଦେବେ
  • ||
  • ରାଜ୍ୟରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ବାଛିବାକୁ ବସିବ ବିଜେପି ସଂସଦୀୟ ବୋର୍ଡ ମିଟିଂ
  • ||
  • ଭୁବନେଶ୍ଵର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ନାହିଁ, ୧୦ ସୁଦ୍ଧା ଆସିପାରେ ମୌସୁମୀ
  • ||

ସାଇବର ଫ୍ରଡ୍‌ରୁ ଦୂରେଇ ରହିବାକୁ ଡିସିପିଙ୍କ ଅପିଲ୍, ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ରେ ଅଭିଯୋଗ କର

ଭୁବନେଶ୍ଵର, ୧୪/୦୫ : ସାଇବର ଅପରାଧିଙ୍କ ନୂଆ ଫଣ୍ଡା। ଆପଣଙ୍କ ଭୋଟର ଆଇଡି କଟି ଯାଇଛି। ନୂଆ ଭୋଟର ଆଇଡି ପାଇଁ ଲିଙ୍କ୍ ପଠାଇଲୁ। ତା ଉପରେ କ୍ଲିକ କରନ୍ତୁ। ଯିଏ ସେହି ଲିଙ୍କରେ କ୍ଲିକ୍ କରୁଛି ତା ଆକାଉଣ୍ଟ ଖାଲି ହେଇଯାଉଛି। ସେହିଭଳି ବର୍ତ୍ତମାନ ନିର୍ବାଚନ ସମୟରେ ବିଭିନ୍ନ ଦଳ ନାଁରେ ଆସୁଛି ଫେକ୍ କଲ । ଆପଣଙ୍କ ପାଖକୁ ଲିଙ୍କ୍ ଗଲା । ସେଥିରେ କ୍ଲିକ କଲେ ଆପଣଙ୍କ ଫୋନରେ ଅନ ଲିମିଟେଡ ରିଚାର୍ଜ ହେବ। ଯିଏ ଏହି ଲିଙ୍କରେ କ୍ଲିକ କଲା ତା ଆକାଉଣ୍ଟ ଖାଲି। ଏହିଭଳି ଭାବେ ଏବେ ନୂଆ ଉପରେ ଠକେଇ କରୁଛନ୍ତି ସାଇବର୍ ଠକ।

ଆପଣଙ୍କ ମୋବାଇଲ୍‌କୁ ଏଭଳି ଅଫର୍ ଆସୁଥିଲେ ସତର୍କ ରୁହନ୍ତୁ। ସଚେତନ ହୁଅନ୍ତୁ। ଏହି ସବୁ ଅଫରରୁ ଦୂରେଇ ରୁହନ୍ତୁ ବୋଲି ଅପିଲ୍ କରିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ। ତେବେ ଯଦି କୌଣସି ବ୍ୟକ୍ତି ଏଭଳି ଠକେଇର ଶିକାର ହୁଅନ୍ତି ତେବେ ତୁରନ୍ତ ୧୯୩୦ରେ ଯୋଗାଯୋଗ କରି ଅଭିଯୋଗ କରିବାକୁ ଅନୁରୋଧ କରିଛନ୍ତି ଡିସିପି। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.