ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଭଗବାନ ମହାବୀରଙ୍କର ଚମତ୍କାର ଆହର, ଆଧୁନିକ ଚିକିତ୍ସାକୁ ଦେଇଛି ମାତ

Published By : Ankita S | April 16, 2025 10:46 AM

ନୂଆଦିଲ୍ଲୀ,୧୬ /୦୪: ଭଗବାନ ମହାବୀରଙ୍କର ଏକ ଭୋଜନର ଚମତ୍କାରିତା ରହିଛି । ଯାହା ମହୋଷୌଧୀ ସମାନ୍ ସାବ୍ୟସ୍ତ ହୋଇଛି । ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ମାତ୍ ଦେଇଛି ଏହି ପ୍ରାଚୀନ ଆହର । ତେବେ କଣ ସେହି ଆହର ଜାଣନ୍ତୁ ଏହି ରିପୋର୍ଟରେ ।

ଭଗବାନ ମହାବୀର ଦିନକୁ ଥରେ ଭୋଜନ ଗ୍ରହଣ କରିଥାନ୍ତି । ହଜମ ଶକ୍ତି ବଢାଇବା ଓ ଖାଦ୍ୟ ନଷ୍ଟକୁ କମ୍ କରିବା ଦିଗରେ ଏହା ସାହାଯ୍ୟ କରିଥାଏ । ଏହି ଆୟୁର୍ବେଦିକ ସିଦ୍ଧାନ୍ତ ଉପରେ ଆଧାରିତ ଥିଲା ।  ଯାହାର ପ୍ରୟାସ ଆଜି ବି ଆଧୁନିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପଯୋଗ କରାଯାଉଛି । ଦିନକୁ ଥରେ ଭୋଜନ କରିବା ଭୋକରେ ମରିବା ନୁହେଁ ବରଂ ଆଧ୍ୟତ୍ମିକ ଅନୁଶାସନ ଥିଲା ।  ଭଗବାନ ମହାବୀରଙ୍କ ଅନୁସାରେ ନିରୋଗୀ ରହିବାର ବାର୍ତ୍ତା ଦେଉଥାଏ ।  ଜଣେ କାନାଡିୟାନ ନଫ୍ରେଲେଜିଷ୍ଟ ତଥା ଏକ୍ସପର୍ଟ  ଜାସନ୍ ଫଙ୍ଗଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଏହା ଜଣାପଡ଼ିଛି ।

ସକାଳ ଜଳଖିଆ ମନା- ଭଗବାନ ମହାବୀର ପ୍ରାଚୀନ ସମୟରେ ବହୁତ ବଡ଼ ଥିଲେ । ଖାଇବା ବିରୋଧରେ ଆନ୍ଦୋଳନ ତାଙ୍କର ଶିକ୍ଷାର ବାର୍ତ୍ତା ଦେଇଛି । ବିଳମ୍ବରେ ଖାଇବା ପାଚନ ଶକ୍ତିରେ ସୁଧାର ଆଣିଥାଏ ବୋଲି ବର୍ତ୍ତା ଦିଏ । ଭଗବାନ ମହାବୀରଙ୍କ ଉଦ୍ଭିତଜାତ ଖାଦ୍ୟରେ ଶୁଦ୍ଧତା ରହିଛି । ଯାହା ନିରୋଗୀ ରଖିଥାଏ । ଶରୀରକୁ ଶକ୍ତି ଦେଇଥାଏ ।

ଭଗବାନ ମହାବୀର ବିଶ୍ୱାସ କରନ୍ତି ଯେ, ଆହାର ଦ୍ୱାରା ପ୍ରାଣ ସଂରକ୍ଷଣ ହୋଇଥାଏ । ଯୋଗ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟରେ ଏକାଗ୍ରତା ଆସିଥାଏ । କମ୍ ଖାଇବାର ସିଦ୍ଧାନ୍ତ ଏବେ ବ୍ଲୁ ଜୋନ୍ ଅନୁସନ୍ଧାନ ଦ୍ୱାରା ସମର୍ଥିତ । ଶତାୟୁ ରହିବାକୁ ହେବେ କମ୍ ଖାଇବା ଦରକାର ବୋଲି ବିଶ୍ୱାସ କରାଯାଏ । କେବେ ବି ଅଧିକ୍ ଖାଇବା କଥା ନୁହେଁ । ଅଧିକ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ହୋଇପାରେ । କମ୍ ଖାଇବା ସହିତ ଇଣ୍ଟରମିଡେଏଟ ଫାଷ୍ଟିଙ୍ଗ କରିବା ମାନସିକ ଶକ୍ତି ବୃଦ୍ଧି ହୋଇଥାଏ । ମସ୍ତିସ୍କରେ ଅଭିବୃଦ୍ଧି ହୋଇଥାଏ । ଭଗବାନ ମହାବୀରଙ୍କ ଅନୁସାରେ ଧ୍ୟାନପୂର୍ବକ ଭୋଜନ୍ କରିବା ଦ୍ୱାରା ଆନନ୍ଦ ମିଳିଥାଏ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.