ପୁରୁଷୋତ୍ତମପୁର,୧୦।୫ : ରୋଷେଇ କରିବା ଲାଗି ଗ୍ୟାସ ଲଗାଇବା ଫାଟିଲା ସିଲିଣ୍ଡର। ବିସ୍ଫୋରଣ ଏତେ ଭୟଙ୍କର ହୋଇଥିଲା ଯେ...
ନୂଆଦିଲ୍ଲୀ,୧୦/୫ : ବିଗ୍ ବସ୍ ଓଟିଟି ଫେମ୍ ଏବଂ ୟୁଟ୍ୟୁବର ଏଲଭିଶ ଯାଦବ ଏକ ନୂତନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏଥର ସେ ଲରେନ୍ସ ବିଶ୍ନୋଇ...
ବ୍ରହ୍ମପୁର, ୧୦।୫ : ବ୍ରହ୍ମପୁରରେ ପୁଣି ବେଆଇନ ଆଇପିଏଲ ବେଟିଂ ରାକେଟକୁ କାବୁ କଲା ବଡ଼ବଜାର ପୋଲିସ। ଏହି ବେଟିଂ ଚଳାଉଥିବା ଅଭିଯୋଗରେ ବଡ଼ବ...
ନୂଆଦିଲ୍ଲୀ,୧୦/୫ : ଉତ୍ତରପ୍ରଦେଶରେ ଆଗକୁ ଯୋଗୀ କ୍ୟାବିନେଟ ବିସ୍ତାର ହେବାକୁ ଯାଉଛି । ଏହାକୁ ନେଇ ଏବେ ଠାରୁ ଚର୍ଚ୍ଚା ଜୋରଦାର ଲାଗି...
ଚେନ୍ନାଇ,୧୦।୫: ତାମିଲ ସୁପରଷ୍ଟାର 'ଥାଲାପଥି' ସି ଜୋସେଫ ବିଜୟ ରବିବାର ଚେନ୍ନାଇରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ...
ନୂଆଦିଲ୍ଲୀ,୧୦/୫ : ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ଏକ ରେଲଓ୍ବେ ଷ୍ଟେସନରୁ ୨୧ଜଣ ଶିଶୁଙ୍କୁ ଉଦ୍ଧାର ହୋଇଛନ୍ତି । ଏହାସହ ଜଣେ ସନ୍ଦିଗ୍ଧ ଚା...
ଭୁବନେଶ୍ବର, ୧୦।୫ : ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଭଲ ତଦନ୍ତ କରିବ। କମିଶନରେଟ ପୋଲିସ ଏବଂ ଓଡ଼ିଶା ପୋଲିସ ଉପରେ ଲୋ...
ନୂଆଦିଲ୍ଲୀ,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲେଙ୍ଗାନା ଗସ୍ତ କରିଥିଲେ। ତାଙ୍କ ଗସ୍ତ ସମୟରେ ସେ ହାଇଦ୍ରାବାଦରେ ୯୪୦୦&n...
ସୋନପୁର,୧୦।୫ : କାନ୍ଥ ତାଡିଲେ। ମୋବାଇଲ୍ ଦୋକାନରୁ ଲୁଟି ନେଲେ ଦାମୀ ମୋବାଇଲ। ୧୭ ଲକ୍ଷ ଟଙ୍କାର ମୋବାଇଲ ଲୁଟି ନେଲେ ଲୁଟେରା। ବୀରମହାରାଜପ...
କୋଲକାତା,୧୦।୫: ପଶ୍ଚିମବଙ୍ଗର ରାଜନୀତିରେ ଆଜିକାଲି ଆଇପିଏସ୍ ପାପିଆ ସୁଲତାନାଙ୍କ ନାଁ ଖୁବ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଛି।...
ନୂଆଦିଲ୍ଲୀ,୧୦/୫ : ଭୋପାଳରେ ଜଣେ MBBS ଛାତ୍ରୀଙ୍କ ମୃତ୍ୟୁ ପରେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଛାତ୍ରୀଙ୍କୁ ଘର ଭଡ଼ା ଦେଇଥିବା&zwnj...
ବଡବିଲ,୧୦।୫ :କେନ୍ଦୁଝର ଜିଲ୍ଲାର କାନୁପୁର ବୃହତ୍ ଜଳ ସେଚନ ପ୍ରକଳ୍ପର ଡ୍ୟାମ୍ ନିର୍ମାଣ କାର୍ଯ୍ୟ ବେଳେ ଅଘଟଣ । ୱେଲ୍ଡିଂ କାମ କରୁଥିବା ସମୟରେ...