Mother’s Day: ନିଜ ଜୀବନକୁ ବାଜି ଲଗାଇ ବନ୍ଦ କରିଥିଲେ ୫୦୦ ବାଲ୍ୟବିବାହ ଏବଂ ୨୦୦ ପିଲାଙ୍କୁ ଶିଶୁ ଶ୍ରମିକରୁ କରିଥିଲେ ଉଦ୍ଧାର : କନଷ୍ଟେବଳ ଜ୍ୟୋତି ତିୱାରୀଙ୍କ ପ୍ରେରଣାଦାୟକ କାହାଣୀ
ନୂଆଦିଲ୍ଲୀ,୧୦/୦୫: ମା କେବଳ ସେ ନୁହେଁ ଯିଏ ଜନ୍ମ ଦେଇଛି, ବରଂ କାହାର ଭବିଷ୍ୟତ ଗଢ଼ୁଥିବା ଏବଂ କାହାର ଜୀବନକୁ ସୁରକ୍ଷିତ ରଖୁଥିବା ଯେକୌଣସି ମ...