PM Modi X Post: ସୋନମ୍ ୱାଙ୍ଗଚୁକ୍ଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ ! କହିଲେ “ଡାକ୍ତରଙ୍କ ପରାମର୍ଶ ମାନନ୍ତୁ, ପୁରୁଣା ଓଜନ ଫେରାଇ ଆଣନ୍ତୁ”
ନୂଆଦିଲ୍ଲୀ, ୨୪।୭: ସରକାରଙ୍କ ଆଶ୍ୱାସନା ପରେ ଅନଶନ ଓହାରିଲେ ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ । ୨୬ ଦିନର ଦୀର୍ଘ ଅନଶନ ପରେ ଶେଷରେ ଆନ୍ଦୋଳନ...