ପ୍ରମୁଖ ଖବର
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଘରେ ପଶିଗଲା ତେଲ ଟ୍ୟାଙ୍କର, ଜଣେ ମହିଳା ଗୁରୁତର

ସୁନ୍ଦରଗଡ଼, ୨୭।୪: ଘରେ ପଶିଗଲା ତେଲ ଟ୍ୟାଙ୍କର I ସୁନ୍ଦରଗଡ଼ କୁଆଁରମୁଣ୍ଡା ଥାନା କୁଆର ମୁଣ୍ଡା ଛକରେ ଦୁର୍ଘଟଣା I ଟ୍ୟାଙ୍କରଟି ଝାଡ଼ଖଣ୍ଡରୁ ରାଉରକେଲା ଯାଉଥିବା ଜଣାପଡ଼ିଛି । ତେଲ ଟ୍ୟାଙ୍କରଟି ଦ୍ରୁତଗତିରେ ଆସୁଥିବା ବେଳେ ଜଣେ ମହିଳାକୁ ଧକ୍କା ଦେଇଥିଲା I ମହିଳା ଜଣକ ଗୁରୁତର ହୋଇ ଡାକ୍ତର ଖାନାରେ ଭର୍ତ୍ତିହୋଇଛନ୍ତି । କୁଆର ମୁଣ୍ଡା ଛକରେ ଥିବା ଦୁଇଟି ଦୋକାନ ଓ ଘର ଭିତରେ ତେଲ ଟ୍ୟାଙ୍କରଟି ପସିଯାଇଥିଲା । ଦୁର୍ଘଟଣା ଘଟାଇ ଥିବା ଟ୍ୟାଙ୍କରର ଦୃଶ୍ୟ ସିସିଟିଭି କ୍ୟାମେରା କଏଦ ହୋଇଛି । 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.