ପୁରୀ,୧୧/୦୬: ତିନି ରଥରେ ଖଦିଓରା ପଡ଼ି ଚଉଦନାହାକା ବୁଲିଲା । ପ୍ରଥମେ ତିନି ରଥର ଦଣ୍ଡା ଉପରେ ଖଦିଓରା (ନଡ଼ିଆ କାଠର ଗଡ଼) ଖଞ୍ଜାଗଲା । ଖଦିଓରା ବିନ୍ଧରେ ରହିଲା ଚଉଦନାହାକା । ଚାରିନ...
କଟକ,୧୧/୦୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୯ ଓ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା ସୀମାନ୍ତରେ...
ପୁରୀ,୧୧/୦୬: ଶ୍ରୀମନ୍ଦିର ସମ୍ପର୍କିତ ଦୁଇଟି ଶବ୍ଦ ଓ ଗୋଟିଏ ଲୋଗୋ ପାଟେଣ୍ଟ ଅନ୍ତର୍ଭୁକ୍ତ ହେଲା । ଆନନ୍ଦ ବଜାର, ଶ୍ରୀପତିତପାବନ ଦୁଇ ଶବ୍ଦାବଳୀ ଓ ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନ...
ଭଦ୍ରକ ୧୧/୦୬: ଭଦ୍ରକରେ ପୁଲିସର ଏନ୍କାଉଣ୍ଟର। ସହରରେ ଅପରାଧୀଙ୍କ ସାବାଡ୍ ପାଇଁ ଗର୍ଜିଲା ପୁଲିସର ବନ୍ଧୁକ। ଦୁର୍ଦ୍ଦାନ୍ତ ଅପରାଧୀ ପପୁକୁ ଏନ୍କାଉଣ୍ଟର କରାଯାଇଛି। ପପୁର ଡାହାଣ ଗେ...
ଭୁବନେଶ୍ୱର,୧୧/୦୩: ମୌସୁମୀ ଆସୁଛି । ଆସନ୍ତା ୩ରୁ ୪ ଦିନ ଭିତରେ ଓଡ଼ିଶା ଛୁଇଁପାରେ । ରାଜ୍ୟରେ ଆସନ୍ତା ୨ ଦିନ ପରେ ତାପମାତ୍ରା ୨ରୁ ୪ଡିଗ୍ରୀ ସେଲସିୟସ୍ ଖସିପାରେ । ପାଣିପାଗ ବିଭା...
ଭୁବନେଶ୍ୱର ୧୦/୦୬: କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତଦେହ ମିଳିବା ଘଟଣା। ହାଇକୋର୍ଟରେ ଚନ୍ଦ୍ରିକାରଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡ଼ୁ। ଆ...
ଭୁବନେଶ୍ୱର ୧୦/୦୬: ଓଡ଼ିଶାର ହସ୍ତତନ୍ତ ବୁଣାକାର ସଂପ୍ରଦାୟଙ୍କ ଜୀବନ, ସଂଘର୍ଷ, ସହନଶୀଳତା ଓ ସଫଳତା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେରମୁଣ୍ଡା’କୁ କରମୁକ୍ତ ଘୋଷଣା କରାଯାଇଛି...
ଭୁବନେଶ୍ୱର,୧୦/୦୬: ଏଣିକି ସାଇବର ଠକେଇର ଶିକାର ଲୋକେ ସାଇବର ଥାନା କିମ୍ବା ସହର ମୁହାଁ ହେବେନି । ରାଜ୍ୟର ସବୁ ଥାନାରେ ସାଇବରଜନିତ ଅପରାଧ ଓ ଠକେଇର ଅଭିଯୋଗ କରିହେବ । ସାରା ରାଜ୍...
ଚନ୍ଦ୍ରଶେଖରପୁର,୧୦/୦୬: ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଭିଡ଼ରୁ ମିଳିବ ମୁକ୍ତି । ଭିଡ଼ ପାର୍ ହେବାକୁ ଦୀର୍ଘ ସମୟ ଯାଏ ଅପେକ୍ଷା କରିବାକୁ ପଡ଼ିବନି । ମାତ୍ର ୧୫ ମିନିଟ୍ ରେ ସିଆରପ...
ଭୁବନେଶ୍ୱର,୧୦/୦୬: ଏକାଧିକ ହାଜତ ମୃତ୍ୟୁ, ଭିଡ଼ ହିଂସା, ଥାନାରେ କଏଦୀଙ୍କୁ "ଥାର୍ଡ ଡିଗ୍ରୀ' ଭଳି ଅଘଟଣ ପାଇଁ ପୁଲିସ ବିବାଦୀୟ ହୋଇପଡିଛି । ଅପରାଧୀମାନେ ଖୁଲମଖୁଲା ଆଇନକୁ ହାତ...