ଭୁବନେଶ୍ୱର ୦୪/୧୧: ଉତ୍କଳ ବିଲ୍ଡର୍ସ୍ ଉପରେ ଆୟକ ବିଭାଗର ଚଢ଼ାଉ । ଆୟକର ଫାଙ୍କିବା ଅଭିଯୋଗରେ ଚାଲିଛି ରେଡ୍ । ଓଡ଼ିଶାର ୧୧ ସ୍ଥାନ ସମେତ କୋଲକାତାର ୩ ସ୍ଥାନରେ ଚଢ଼ାଉ ଚାଲିଛି। ...
ପୁରୀ ୦୪/୧୧ : ଶ୍ରୀମନ୍ଦିରରେ ପଞ୍ଚୁକ ବ୍ରତ ନୀତି । ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥି। ଏହି ଅବସରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେଉଛି। ହଜାର...
ବେତନଟୀ,୦୪/୧୧: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଇଲାକାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ସମ୍ପର୍କୀୟ ଅଜା ଜନୈକା ୧୧ବର୍ଷୀୟା ନାବାଳିକାଙ୍କୁ ମୋବାଇଲ ଦେଖାଇବା ବ...
ଭୁବନେଶ୍ୱର ୦୩/୧୧: ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ଅମର ପଟ୍ଟନାୟକ। ବିଜେପି କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ସାମିଲ୍ ହେଲ...
ଭୁବନେଶ୍ୱର ୦୩/୧୧: ପୁଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା। ବଢ଼ିଲା ଗିରଫ ଦାରି ସଂଖ୍ୟା। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ସହଯୋଗୀ ସିଲିକନ୍ ଟେକ୍ଲ୍ୟାବ ସଂସ୍ଥାର...
ଭୁବନେଶ୍ୱର,୦୩/୧୧: ଭୁବନେଶ୍ୱର ମହାନଗର ନିଗମର ପରିସୀମା ବଢ଼ିବ । ସାମିଲ ହେବେ ଉପକଣ୍ଠ ଅଞ୍ଚଳର ୭୧ ଗ୍ରାମ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ୩ ବ୍ଲକର ବିଡିଓ ପ୍ରାଥମିକ ଭାବେ ...
ଭୁବନେଶ୍ୱର ୦୩/୧୧: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଲାଗିପାରେ ବଡ଼ ଝଟକା। ଶଙ୍ଖ ଛାଡ଼ି ପଦ୍ମ ପୋଖରୀକୁ ଡିଆଁ ମାରିବେ ଅମର ପଟ୍ଟନାୟକ। ବିଜେଡି ବରିଷ୍ଠ ନେତା ତଥା ପୂର...
ଭୁବନେଶ୍ୱର ୦୩/୧୧: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଭାରତୀୟ ମହିଳା ଦଳ ୪୭ ବର୍ଷ ପରେ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ହରାଇ ପ୍ରଥମ ଥର ଦିନିକିଆ ବିଶ୍ୱ ଚାମ୍ପିଅନ...
ପୁରୀ, ୦୩/୧୧: ଶ୍ରୀକ୍ଷେତ୍ରରେ ପବିତ୍ର ପଞ୍ଚୁକ ବ୍ରତ ନୀତି । ଦ୍ୱାଦଶୀ ତିଥିରେ ଠାକୁରଙ୍କ ଡାଳିକିଆ ତଥା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ। ସକାଳ ୫ଟାରେ ମଙ୍ଗଳଆଳତି, ୬ଟା ୧୦ରେ...
ଭୁବନେଶ୍ୱର,୦୩/୧୧: ନୂଆପଡ଼ା ଉପନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର ଧରୁଛି । ଏଥର ଆଉ କେବଳ ତାରକା ପ୍ରଚାରକରେ କାମ ଚଳିବନି, ମୈଦାନକୁ ଆସିବେ ମୁଖ୍ୟମନ୍ତ୍ରୀ, ଉପମ...