ନୀଳଗିରି, ୭/୫ : ବାଲେଶ୍ଵରରେ ଉତ୍କଟ ବେକାରୀ ସମସ୍ୟା। ଶିକ୍ଷିତ ଯୁବକ ଯୁବତୀ ଏଠି ବେରୋଜଗାର। ଶିକ୍ଷା ବ୍ୟବସ୍ଥା ଏଠି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଯାହାଫଳରେ ବେକାରୀ ସମସ୍ୟା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛି ବିଜେପି ଯୁବ ମୋର୍ଚ୍ଚା। ବାଲେଶ୍ଵର ଜିଲ୍ଲା ଓ ନୀଳଗିରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯାଇଛି। ଏହି ସଭାରେ ବହୁ ସଂଖ୍ୟାରେ ବିଜେପି ଯୁବ ମୋର୍ଚ୍ଚାର କର୍ମୀ ଯୋଗ ଦେଇଛନ୍ତି।
![PCC](https://odia.prameya.com/prameya/document/compress/2/comp_2_134_1722052833907.webp)
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...