ପ୍ରମୁଖ ଖବର
  • ତୀବ୍ର ରୂପ ନେଲା ଖଲ୍ଲିକୋଟ ରାଜନୈତିକ ହିଂସା, ପୋଲିସ ଭ୍ୟାନ୍‌କୁ ଢେଲା ସହ ବୋତଲ ମାଡ କଲେ ଉତ୍ତ୍ୟକ୍ତ ଲୋକ
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଅନୁଭବଙ୍କୁ ବଡ଼ ଆଶ୍ଵସ୍ତି, NBW ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ
  • ||
  • ବିଜେପି ଛାଡ଼ିଲେ ରମା ବଳିଆରସିଂହ, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ' ପାଇଁ ଟ୍ରାଫିକ୍‌ କଟକଣା, ଅପରାହ୍ଣ ସାଢ଼େ ୪ଟାରୁ ଏହି ସବୁ ରୁଟ୍‌ରେ ବନ୍ଦ ରହିବ ଗାଡ଼ି ଚଳାଚଳ
  • ||
  • କଂଗ୍ରେସ ପ୍ରଚାର ମଇଦାନରେ ଖଡ୍‌ଗେ, ଫୁଲବାଣୀରେ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଭୁବନେଶ୍ବର ଜିଜିପି କଲୋନୀରେ ଅଗ୍ନିକାଣ୍ଡ, ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୪ ଦୋକାନ
  • ||
  • ରଥଖଳା ହାଲ୍ଚାଲ୍, ୪୨ ତୁମ୍ବ ଗୋଲେଇ ଶେଷ, ଆଜି ସୂତା ବାଡ଼ିଆ ଓ ବିନ୍ଧ ଅନୁକୂଳ
  • ||
  • IPL 2024: ଉପଲ୍‌ରେ ହାଇଦ୍ରାବାଦକୁ ଭେଟିବ ଗୁଜରାଟ୍, ପ୍ଲେ-ଅଫ୍‌ରୁ ୧ ପଏଣ୍ଟ ଦୂରରେ ସନରାଇଜର୍ସ
  • ||
  • ରାଜଧାନୀରେ ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡି ଦେଖାଇବ ଦମ୍‌: ଆଜି ନବୀନ, ନଡ୍ଡାଙ୍କ ମେଗା ରୋଡ୍‌ ସୋ’
  • ||
  • ୨୫ ବେଳକୁ ଲଘୁଚାପ ସମ୍ଭାବନା:୧୯ରେ ପଶ୍ଚିମ ଓଡ଼ିଶା ଜଳିବ, ଉପକୂଳ ୪୦ ଡିଗ୍ରୀ ଛୁଇଁବ ପାରଦ
  • ||

୨୫ କିଲୋ ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ମାଲକାନଗିରି,୩୦/୪ : ମାଲକାନଗିରି ଥାନା ପୁଲିସ ପାଟ୍ରୋଲିଂ ସମୟରେ ଏକ କାରରୁ ୨୫ କିଲୋ  ଗଞ୍ଜେଇ ଜବତ କରିବା ସହ  ଜଣଙ୍କୁ  ଗିରଫ କରିଛି। ଗିରଫ  ଅଭିଯୁକ୍ତ ଜଣକ ହେଲେ ମାଲକାନଗିରି ଥାନା ସ୍ଥ ଏମଭି ୨୬ ଗ୍ରାମର ଅସୀମ ମଣ୍ଡଳ (୪୫) 

ଏମଭି ୧୮ ରାସ୍ତାରେ ମାଲକାନଗିରି ପୁଲିସ ଚେକିଂ କରୁ ଥିବା ସମୟରେ ସେହି ରାସ୍ତାରେ ଦ୍ରୁତଗତି ରେ ଏକ କାର ପଳା ଉଥିବାର ଦେଖି ଗୋଡ଼ାଇ ଧରିଥିଲେ। କାର ଟିକୁ ଯାଞ୍ଚ କରିବାରୁ କାର ଡ଼ିକି ରେ ଏକ ଜରି ବସ୍ତା ରେ ଗଞ୍ଜେଇ ଥିବାର ଦେଖିଥିଲେ। ଗଞ୍ଜେଇ ଚାଲାଣ କାରି ଙ୍କୁ ଗିରଫ ସହିତ କାର  ସ ଗଞ୍ଜେଇ ଜବତ କରି ଥାନାକୁ ନେଇଥିଲେ। ଗଞ୍ଜେଇ ଓଜନ କରିବାରୁ ୨୫ କିଲୋ ହୋଇଥିଲା। ମାଲକାନଗିରି ଥାନା ସ୍ଥ ଏମଭି ୨୬ ଗ୍ରାମର ଅସୀମ ମଣ୍ଡଳ (୪୫)ନାମକ ବ୍ୟକ୍ତି ଏକ କାର ରେ ଗଞ୍ଜେଇ ନେଇ ଛତିଶଗଡ଼ ରାଜ୍ୟକୁ ଚାଲାଣ ନିମନ୍ତେ ଯାଉଥିବାର ଜଣା ପଡିଛି। ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ରିଗନ କିଣ୍ଡୋ କହିଛନ୍ତି। 

ଆହୁରି ପଢନ୍ତୁ : ଗ୍ରୀଷ୍ମ ପ୍ରକୋପରେ ଜଳୁଛି ସହର : ବାରିପଦାରେ ପାରଦ ୪୬.୪ , ଭୁବନେଶ୍ବରେ ୪୫.୪ ଡିଗ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.