ରାଇରଙ୍ଗପୁର,୦୫/୧୦: ନକଲି ବିଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଅଚାନକ ଚଢାଉ । ହିଞ୍ଜିଳି ଗ୍ରାମ ନିକଟରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ଏହି କାର୍ଯ୍ୟ...
କରଞ୍ଜିଆ,୧୦/୧୦: ପର୍ଯ୍ୟଟକଙ୍କ ପାଇଁ ସେପ୍ଟେମ୍ୱର ୧୦ ତାରିଖ ଅର୍ଥାତ ଗୁରୁବାରରୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଯଶିପୁର କଳିକପ୍ରସାଦ୍ ଗେଟ୍ ଦେଇ ୩୫ ଟି ଓ ପିଠାବଟା ଗେଟ୍...
ବାରିପଦା, ୧୬/୧୧: ଏନକ୍ଲୋଜୋରରେ ପ୍ରଥମ ଶିକାର କଲା ଶିମିଳିପାଳର ଦ୍ୱିତୀୟ ବାଘୁଣୀ ଜୀନତ୍ । ଶୁକ୍ରବାର ରାତି ପ୍ରାୟ ୧୦ ଟା ବେଳେ ଏକ ବାର୍ହାକୁ ଭିତରେ ଛଡ଼ା ଯାଇଥିଲା । ସେହି ବାର...
କରଞ୍ଜିଆ,୦୪/୦୭: ଘରେ ପଶି ବୃଦ୍ଧଙ୍କୁ ଦଳି ମାରିଦେଲା ଗୋଠଛଡ଼ା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା କାଶିଆବେଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଉଛନ୍ତି ପରେଶ...
ବାଙ୍ଗିରିପୋଷି,୦୯/୦୫: ଏକ ବରଯାତ୍ରୀ ବସ୍ ସହ ଏକ କଣ୍ଟେନର ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍ର ହେଲପର ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୦ ରୁ ଉର୍ଦ୍ଧ୍ୱ ବରଯାତ୍ରୀ...
ଉଦଳା, ୨୨/୧୨: ମହିଳାଙ୍କ ଘର ଜାଗା ଉପରେ ପଡୋଶୀ ରଖିଥିଲେ ପଥର । ଯାହାକୁ ବିରୋଧ କରିଥିଲେ ମହିଳା । ବିରୋଧ କରିବାରୁ ମହିଳାଙ୍କୁ ରାସ୍ତା ଉପରେ କରିଲେ ଆକ୍ରମଣ । ପଥରରେ ଛେଚି ମହିଳ...
ରାଇରଙ୍ଗପୁର,୧୪/୦୮: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଏକାଧିକ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ । ଏହି ରେଡ୍ରେ ୪୬୬ ଲିଟର ଦେଶୀ ରନ୍ଧା ମଦ, ୧୦.୫୦୦ ଲିଟର ବିଦେଶୀ ମଦ ଏବଂ...
କରଞ୍ଜିଆ,୧୦/୦୮: ହାତୀ କରିଛନ୍ତି ରାସ୍ତାରୋକ । ୩୦ ଟିକିଆ ଝାଡ଼ଖଣ୍ଡି ହାତୀପଲ ରାସ୍ତାରେ ଉପରେ ରହିଥିବାରୁ ଯାତାୟାତରେ ବାଧାପ୍ରାପ୍ତ ହୋଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଚଢେ...
ରାଇରଙ୍ଗପୁର, ୩୦/୦୬: କେନାଲକୁ ଶୌଚ ପାଇଁ ଯାଇଥିଲେ ଯୁବକ । ପାଣିରେ ଭାସିଯିବାରୁ ଚାଲିଗଲା ଜୀବନ । ମୃତକ ହେଲେ ଏକ ତାଳି ଗ୍ରାମର ପରେଶ ମୁର୍ମୁର ପୁତ୍ର ଭୋଗଲା ମୁର୍ମୁ ବୋଲି ଜଣାପ...
ବାରିପଦା, ୧୦/୦୧: ଧନପୁର ଶିବ ମନ୍ଦିର ନିକଟ ରାସ୍ତା କଡ଼ରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ କରାଯାଇଛି । ଗୁରୁବାର ବିଳମ୍ୱିତ ରାତିରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉ...