ପ୍ରମୁଖ ଖବର
  • ୭ ନେତାଙ୍କୁ ବିଦା କଲା ବିଜେପି, ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ
  • ||
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

ବିଲରୁ କାମ କରି ଫେରୁଥିଲେ, ବଜ୍ରପାତରେ ଚାଲିଗଲା ମାଆ-ପୁଅଙ୍କ ଜୀବନ

କେନ୍ଦ୍ରାପଡା,୨୭।୪ : ବିଲରୁ  ମୁଗ ଫସଲ କାମ ସାରି ଘରକୁ ଫେରୁଥିଲେ ବଜ୍ରପାତରେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ। ଡେରାବିଶ- ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗାଁରେ ଏପରି ଘଟଣା ଘଟିଛି। ମୃତକମାନେ ରବିନ୍ଦ୍ର ବାରିକ ଓ ତାଙ୍କ ମା’।ରବିନ୍ଦ୍ର ବାରିକ ସେହି ଗ୍ରାମର ୱାର୍ଡ ସଭ୍ଯ ଥିଲେ । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। 

ଆହୁରି ପଢନ୍ତୁ : ୪୪ଡିଗ୍ରୀ ଉପରେ ୩ ସହର , ଅନୁଗୁଳ ସବୁଠୁ ଉତ୍ତପ୍ତ ସହର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.