ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରିୟଲ ଇଷ୍ଟେଟ ଅଫିସରେ ଆୟକର ଚଢ଼ାଉ, ଚାଲିଛି ତନାଘନା

ଭୁବନେଶ୍ୱର ୧୧/୦୫:  ରାଜଧାନୀରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ। ସହିଦନଗରରେ ଥିବା ଏକ ରିୟଲ ଇଷ୍ଟେଟ ଅଫିସରେ ଚାଲିଛି ରେଡ୍ । ସହିଦନଗର ସ୍ଥିତ କାର୍ଯ୍ୟାଳୟ ସମେତ ସୌଭାଗ୍ୟ ନଗର କନଷ୍ଟ୍ରକ୍ସନ ସାଇଟ , ପଟିଆ କନଷ୍ଟ୍ରକ୍ସନ ସାଇଟ ରେ ଚାଲିଛି ଚଢ଼ାଉ । ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ହେଉଥିବା ସୂଚନା । ଚଢ଼ଉ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ସୂଚନା ମିଳିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.