ପ୍ରମୁଖ ଖବର
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ଶନିବାର ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର, ଫୁଲବାଣୀ, ବଲାଙ୍ଗୀର ଓ ବରଗଡ଼ରେ କ୍ୟାମ୍ପେନ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

ବିଜେପି ପ୍ରାର୍ଥୀ ତାଲିକା : ଅଭିନେତା ଅରିନ୍ଦମ ସାଲେପୁରରୁ, ପ୍ରଶାନ୍ତ ଜଗଦେବ ଖୋର୍ଦ୍ଧାରୁ ପ୍ରାର୍ଥୀ

ଭୁବନେଶ୍ବର, ୨୭।୪ :  ବିଜେପି  ୮ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ‌ଘୋଷଣା କରିଛି। ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଖୋର୍ଦ୍ଧାରୁ ଟିକେଟ ମିଳିଛି। ସେହିପରି ବିଜେଡି ଛାଡିଥିବା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କୁ ହିନ୍ଦୋଳ ଆସନରୁ ଟିକେଟ ମିଳିଛି।  ବିଜେଡି ଛାଡିଥିବା  ଅଭିନେତା ଅରିନ୍ଦମ ରାୟଙ୍କୁ ସାଲେପୁରରୁ ବିଜେପି ପ୍ରାର୍ଥୀ କରିଛି। 

  ଚମ୍ପୁଆ ବିଧାନସଭା ଆସନରୁ ମୁରଲୀ ମନହୋର ଶର୍ମା, ତେଲକୋଇରୁ  ଫକୀର ମୋହନ ନାୟକ, ବସ୍ତାରୁ ରବିନ୍ଦ୍ର ଅଣ୍ଡିଆ, ବାସୁଦେବପୁର ବାଣୀ କଲ୍ୟାଣ ମହାନ୍ତି, କେନ୍ଦ୍ରାପଡାରୁ ଗୀତାଞ୍ଜଳୀ ସେଠୀଙ୍କୁ ବିଜେପି ପ୍ରାର୍ଥୀ କରିଛି। ତେବେ ଏହି ୮ ଟି ଆସନ ଘୋଷଣା  ପରେ ଆଉ ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। 

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.