ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନନ୍ଦନକାନନରେ ଆଖିବୁଜିଲା ମହାବଳ 'ନନ୍ଦନ', ଅଣ୍ଟାରେ ଅସୁସ୍ଥତା ଯୋଗୁ ମୃତ୍ୟୁ

ବାରଙ୍ଗ,୧୧/୦୫: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଲା ଦୁଃଖଦ ଖବର। ସ୍ବାସ୍ଥ୍ୟଗତ କାରଣରୁ ମହାବଳ ବାଘ ନନ୍ଦନର ମୃତ୍ୟୁ ଘଟିଛି। ନନ୍ଦନ ୧୭ ବର୍ଷ ବୟସରେ ଆଖିବୁଜିଲା । ଅଣ୍ଟାରେ ଅସୁସ୍ଥତା ଯୋଗୁ ଅସ୍ଥି ଶଲ୍ୟ ବିଭାଗ ଡାକ୍ତରମାନେ ଚିକିତ୍ସା  କରୁଥିଲେ। ତିନି ମାସ ହେବ ଚାଲିଥିଲା ଚିକିତ୍ସା । ୨୦୧୩ରେ ଚନ୍ଦକାରୁ ନନ୍ଦନକାନନକୁ କରିଥିଲା । ମହାବଳ ବାଘ ନନ୍ଦନ ମୃତ୍ୟୁ ପରେ ବାଘ ସଂଖ୍ୟା ହ୍ରାସ ଘଟିଛି।

  • PrameyaOdia
  • prameya
  • Nandankanan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.