ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ସୁନ୍ଦରଗଡ଼ରେ ଭି.କେ ପାଣ୍ଡିଆନଙ୍କ ମାରାଥନ୍ ପ୍ରଚାର, ବିଜେଡି ପ୍ରାର୍ଥୀଙ୍କ ପାଇଁ କରିବେ ଭୋଟ ଭିକ୍ଷା

Published By : Prameya | May 11, 2024 8:59 AM

ସୁନ୍ଦରଗଡ଼, ୧୧/୦୫ : ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ବିଜେଡ଼ି ନେତା ଭି.କେ ପାଣ୍ଡିଆନ। ଗସ୍ତର ଦ୍ୱିତୀୟ ଦିନରେ ଭି.କେ ପାଣ୍ଡିଆନ ଶନିବାର ସକାଳ ୧୦ଟାରେ ରାଉରକେଲା ସେକ୍ଟର-୨ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗଦେବେ। ଏହି ସମୟରେ ସେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ। 

ସେଠାରୁ ଭି.କେ ପାଣ୍ଡିଆନ କୁଆଁରମୁଣ୍ଡା ବ୍ଳକ ରାମପାଲ ପଡ଼ିଆରେ ବୀରମିତ୍ରପୁର ନିର୍ବଚନ ମଣ୍ଡଳୀ ପାଇଁ ପ୍ରଚାର କରି ଲୋକଙ୍କୁ ଉଦବୋଧନ ଦେବେ । ଏହା ପରେ ବଣେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଲହୁଣୀପଡ଼ାରେ ସାଧାରଣ ସଭାରେ ଯୋଗ ଦେଇ ବିଜେଡ଼ି ପାଇଁ ପ୍ରଚାର କରିବେ । ସେଠାରୁ ସୁନ୍ଦରଗଡ଼ରେ ପହଞ୍ଚି ସନ୍ଧ୍ୟା ୬ଟାରେ ରୋଡ଼ ସୋରେ ଯୋଗ ଦେବେ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.