ପ୍ରମେୟ Breaking :
ପ୍ରମେୟ Breaking :
T20
T20
T20
T20

ଜିଲ୍ଲା

News Image
୨ କୋଟିରୁ ଅଧିକ ଟଙ୍କା ବକେୟା ନ ଦେବା ପଡ଼ିଲା ମହଙ୍ଗା, ଜାହାଜ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
October 28, 2025

କଟକ ୨୮/୧୦: ପାରାଦୀପ ବନ୍ଦରରେ ଥିବା ଏକ  ଜାହାଜ ଏମ୍.ଭି. ମ୍ୟାଗ୍ନେଟ୍ ଟିମ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଜାହାଜ  ଉପରେ ୨କୋଟି ୧୧ଲକ୍ଷ...

News Image
ବିଲରେ ଧାନ ବିଡ଼ା ବାନ୍ଧୁଥିବା ବେଳେ ସାପ ମାରିଲା ଚୋଟ; ଚାଲିଗଲା ମହିଳାଙ୍କ ଜୀବନ
October 27, 2025

ସୁନ୍ଦରଗଡ,୨୭/୧୦: ବିଷଧର ସାପ ଚୋଟରେ ବିଲକୁ ଧାନ ବିଡ଼ା ବାନ୍ଧିବାକୁ ଯାଇଥିଲେ ଆଉ ଫେରିଲେ ନାହିଁ । ସାପ କାମୁଡ଼ିବବାରୁ ମହିଳାଙ୍କ ମୃତ୍ୟୁ ହୋଇଛି ।  ସୁନ୍ଦରଗଡ଼ ଜିଲ୍ଲା ଧରୁଆଡି...

News Image
ପୀତବାସ ପଣ୍ଡା ହତ୍ୟା ମାମଲା: ସମ୍ପର୍କୀୟଙ୍କ ମୋବାଇଲରୁ କାହା ସହ କଥା ହୋଇଥିଲେ ମଦନ ?
October 27, 2025

ବ୍ରହ୍ମପୁର, ୨୭/୧୦: ରାଜନୈତିକ ଓ  ପୂର୍ବଶତ୍ରୁତାରୁ ଆଇନଜୀବୀ ତଥା ବିଜେପି ନେତା  ପୀତବାସ ପଣ୍ଡାଙ୍କୁ ହତ୍ୟା ଷଡ଼ଯନ୍ତ୍ର ରଚାଯାଇଥିବା  ପୁଲିସ ସ୍ପଷ୍ଟ କରିସାରିଛି । ବିଜେଡି ଜିଲ୍...

News Image
ବାତ୍ୟା ପାଇଁ କଳିଙ୍ଗା ଘାଟିରେ ତିନି ଦିନ ବନ୍ଦ, କଟକଣା ଜାରି କଲେ ଜିଲ୍ଲାପାଳ
October 27, 2025

ଫୁଲବାଣୀ, ୨୧/୧୦: ବାତ୍ୟା ମୋନ୍ଥାକୁ ନଜରରେ ରଖି  କଳିଙ୍ଗା ଘାଟିରେ ଯାତାୟାତକୁ  ତିନି ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ  ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି  କନ୍ଧମାଳ ଜିଲ୍ଲାପାଳ ବେଦଭୂ...

News Image
ଡରାଉଛି ବାତ୍ୟା ମୋନ୍‌ଥା: ତରବରିଆ ଭାବେ ଧାନ କାଟିଲେ ଚାଷୀ,ସୁରକ୍ଷିତ ସ୍ଥାନକୁ ଅଣାଗଲା ଜାଲ ଓ ଡଙ୍ଗା
October 27, 2025

ଅସ୍ତରଙ୍ଗ,୨୭/୧୦:  ବାତ୍ୟା ମୋନ୍ଥାକୁ ନେଇ ଚିନ୍ତାରେ ପୁରୀ  ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ର ଚାଷୀକୂଳ ।  ବର୍ଷା ଓ ପବନରେ କ୍ଷୟକ୍ଷତି ଆଶଙ୍କା  ଥିବାରୁ ତରବରିଆ ଭାବେ ଧାନ କାଟି  ନେଉ...

News Image
ଅଭିଯୁକ୍ତଙ୍କୁ ଅଟକ ରଖି ଥାର୍ଡ ଡିଗ୍ରୀ ଦେବା ପଡିଲା ମହଙ୍ଗା, ଟାଙ୍ଗୀ ଥାନା ଆଇଆଇସି ନିଲମ୍ବିତ
October 27, 2025

କଟକ/ଚୌଦ୍ୱାର-ଗୁରୁଡିଝାଟିଆ,୨୭/୧୦: ଏକ ଜମି ଠକେଇ  ମାମଲାରେ ଟାଙ୍ଗୀ ପୁଲିସ ଜଣେ ଅଭିଯୁକ୍ତ କୃପାସିନ୍ଧୁ ପ୍ରଧାନଙ୍କୁ ବେଆଇନ୍ ଭାବେ ଅଟକ ରଖିବା ଥାନା ଆଇଆଇସିଙ୍କ ପାଇଁ ମହଙ୍ଗା ପ...

News Image
ନୂଆପଡ଼ା ଉପନିର୍ବାଚନ: ରାଜନୈତିକ ଦଳକୁ ଅଡ଼ୁଆ ହେଉଛି ଏଆଇ ଫଟୋ ଓ ଡିପ୍‌ ଫେକ୍‌ ଭିଡିଓ
October 27, 2025

ନୂଆପଡ଼ା,୨୭/୧୦: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  (ଏଆଇ)ର ବ୍ୟବହାର ମଣିଷ  ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରୁଛି । ବୈଷୟିକ ଜ୍ଞାନ କୌଶଳଠୁ ଆରମ୍ଭ କରି ନିଯୁକ୍ତି, ରୋଜଗାର, କଳା ...

News Image
ଢିଙ୍କିଆରେ ଜାରି ହେଲା ୧୬୩ଧାରା
October 26, 2025

ବାଲିତୁଠ, ୨୬/୧୦ : ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭୟଚାନ୍ଦପୁର ଥାନା ତଥା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଗ୍ର...

News Image
ଅପରେସନ ଚକ୍ର ଅଭିଯାନରେ ବନ୍ଧା ହେଲେ ୩ ଅପରାଧି
October 26, 2025

ପୁରୀ,୨୬/୧୦ :  ଅପରେସନ ଚକ୍ର ଅଭିଯାନରେ ୩ଜଣ କୁଖ୍ୟାତ ପେଷାଦାର ଅପରାଧିଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ନିୟମିତ ଭାବେ ମାଦକ ଦ୍ରବ୍ୟ ସେବନ କରି ଛୁରୀ ଦେଖାଇ ଉଠା ଦୋକାନୀ ଓ...

News Image
ମାଲକାନଗିରିରେ ରେଡ ଆଲର୍ଟ ଜାରି, ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କ ସୂଚନା
October 26, 2025

ମାଲକାନଗିରି, ୨୬/୧୦ : ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ମାଲକାନଗିରି ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି। ପ୍ରଶାସନିକ ଅଧିକାରୀଙ୍କ ସହ ଜିଲ୍ଲାବାସୀ ସତର୍କ ରହିବା ପାଇଁ ଜିଲ୍...