ପ୍ରମେୟ Breaking :
ପ୍ରମେୟ Breaking :

ଜାତୀୟ

News Image
ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସା ଅଭିଯୋଗକୁ ୟୁନସଙ୍କ ଖଣ୍ଡନ, କହିଲେ-‘ଭାରତ ମିଛ କହୁଛି’
October 03, 2025

ନୂଆଦିଲ୍ଲୀ,୩।୧୦: ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ତାଙ୍କ ଦେଶରେ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ ଖଣ୍...

News Image
୬ ଗୁଣା ବଢିଛି ବାଲ୍ୟ ବିବାହ ମାମଲା, ସର୍ବାଧିକ ଏହି ରାଜ୍ୟରେ : ଏନ୍‌ସିଆରବି ରିପୋର୍ଟ
October 03, 2025

ନୂଆଦିଲ୍ଲୀ,୩।୧୦:  ପୂର୍ବ ବର୍ଷ ଗୁଡିକ ତୁଳନାରେ ବଢୁଛି ବାଲ୍ୟ ବିବାହର ପଞ୍ଜିକୃତ ମାମଲା। ଏବେ ଏହି ସଂଖ୍ୟା ୬ ଗୁଣ ବୃଦ୍ଧି ପାଇଛି। ମୋଟ ମାମଲାର ପ୍ରାୟ ୯୦ ପ୍ରତିଶତ କେବଳ ଆସାମର...

News Image
ମହଙ୍ଗା ହେଲା ଆଧାର ଅପଡେଟ୍‌, ବଢ଼ିଲା ୨୫ ଟଙ୍କା
October 03, 2025

ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଆଧାର ଅପଡେଟ୍ ପାଇଁ ଲାଗୁ ଥିବା ଶୁଳ୍କ ଉପରେ ୨୫ ଟଙ୍କା ବୃଦ୍ଧି କରିଛି । ଅକ୍ଟୋବର ୧ ତାରିଖରୁ ଲାଗୁ ହୋଇଥିବା ନୂତନ...

News Image
ନବରାତ୍ରୀରେ ଜମିଲା ବ୍ୟବସାୟ; ମନଖୋଲି କିଣିଲେ ଗ୍ରାହକ, ଭାଙ୍ଗିଲା ବିଗତ ଦଶନ୍ଧିର ରେକର୍ଡ
October 03, 2025

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ମୋଦୀ ସରକାର ଜିଏସଟି ଟିକସ ଦର ହ୍ରାସ କରିବା ସହ ବିଭିନ୍ନ ଉତ୍ପାଦକୁ ସୁଲଭ କରିଥିବା କାରଣରୁ ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଉପଭୋକ୍ତା ଅର୍ଥବ୍ୟବସ...

News Image
ପିଓକେରେ ଜାରି ହିଂସା ଉପରେ ଆସିଲା ଭାରତର ପ୍ରତିକ୍ରିୟା,ଗୃହ ମନ୍ତ୍ରଣାଳୟ କହିଲା- ‘ଦମନକାରୀ ନୀତି’
October 03, 2025

ନୂଆଦିଲ୍ଲୀ,୩।୧୦: ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ପ୍ରତିବାଦ ଜାରି ରହିଛି। ସ୍ୱାଧୀନତା ଦାବି କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନୀ ସେନା ଆଖିବୁଜା ଗୁଳି ମାଡ଼ କରିଛି...

News Image
ଆସିବ ନୂଆ ଅବକାରୀ ନୀତି; ବିୟର ପିଇବା ପାଇଁ ଧାର୍ଯ୍ୟ ବୟସ ସୀମାରେ ହେବ ପରିବର୍ତ୍ତନ
October 03, 2025

ନୂଆଦିଲ୍ଲୀ: ଆସନ୍ତା ମାସରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି। ଏନେଇ ଡ୍ରାଫ୍ଟ ମଧ୍ୟ ସଂପୂର୍ଣ୍ଣ ହୋଇସାରିଛି ବୋଲି ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ ରିପୋର୍ଟ ପ୍...

News Image
ତେଜୁଛି 'ଆଇ ଲଭ ମୋହମ୍ମଦ' ବିବାଦ, ବର୍ଷିଲେ ଅସଦ୍ଦୁଦିନ ୱୱେସି
October 03, 2025

ନୂଆଦିଲ୍ଲୀ,୦୩/୧୦: ଦେଶରେ 'ଆଇ ଲଭ ମୋହମ୍ମଦ' ପୋଷ୍ଟରକୁ ନେଇ ବିବାଦ ତେଜୁଛି । ଏହାକୁ ନେଇ ଉତ୍ତରପ୍ରଦେଶ ବରେଲି ହାଇଆଲର୍ଟରେ ରହିଛି । ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ମ...

News Image
ପାକିସ୍ତାନକୁ ଆର୍ମି ଚିଫ୍‌ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ କଡ଼ା ଚେତାବନୀ; 'ଏଥର ନକ୍ସାରୁ ହଟାଇଦେବୁ'
October 03, 2025

ନୂଆଦିଲ୍ଲୀ,୦୩/୧୦: ଶୁକ୍ରବାର ଦିନ ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶ୍ରୀ ଗଙ୍ଗାନଗରର ଘଡସାନା ଗ୍ରାମ ୨୨ ଏମ୍ଡି ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହ...

News Image
ବିଜୟଙ୍କ ରାଲିରେ ଦଳାଚକଟାର କାରଣ ଯାଞ୍ଚ କରିବ ଏସ୍ଆଇଟି, କରୁର ପୁଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
October 03, 2025

ନୂଆଦିଲ୍ଲୀ,୩।୧୦: କରୁରରେ ଅଭିନେତା-ରାଜନେତା ବିଜୟଙ୍କ ରାଲି ସମୟରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ମାଡ୍ରାସ ହାଇକୋର୍ଟ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିଛନ୍ତି।...

News Image
୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ; ପୋଷାକ, ଔଷଧ ଏବଂ ସନ୍ୟାସୀ ଖାଦ୍ୟ ପାଇଁ କରିଛନ୍ତି ନିବେଦନ…
October 03, 2025

ନୂଆଦିଲ୍ଲୀ: ଯୌନଶୋଷଣ ଏବଂ ଠକେଇ ମାମଲାରେ ଅଭିଯୁକ୍ତ ସ୍ବାମୀ ଚୈତନ୍ୟାନନ୍ଦଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ପଟିଆଲା ହାଉସ କୋର୍ଟ। ତାଙ୍କର ୫ ଦିନିଆ ପୋଲିସ ରିମାଣ୍...