ପୁରୀ, ୦୭/୧୦: କୁମାର ପୂର୍ଣ୍ଣିମା ପାଇଁ ଗାଁକୁ ଯିବେ ବୋଲି ମାଲିକଙ୍କୁ ବାକି ଟଙ୍କା ମାଗିଲେ । ହେଲେ ହୋଟେଲ ମାଲିକଙ୍କ ମୁଣ୍ଡକୁ ଚଢ଼ିଗଲା ପିତ୍ତ । କର୍ମଚାରୀକୁ ଶାବଳରେ ନିସ୍ତୁକ...
ରାଉରକେଲା ୦୭/୧୦: ଥାନା ପଛପଟ ରେଳଧାରଣାରେ ଯୁବତୀଙ୍କୁ ଗଣଦୁଷ୍କର୍ମ । କାର୍ଯ୍ୟରତ ରେଳ କର୍ମଚାରୀ ଯୁବତୀଙ୍କୁ ଉଦ୍ଧାର କରିବା ପରେ ପୁଲିସ୍ ଜିମା ଦେଇଛନ୍ତି । ପୁଲିସ୍ ଘଟଣାର ତଦନ୍...
ବାଲେଶ୍ୱର/ଭୁବନେଶ୍ୱର/ ବ୍ରହ୍ମପୁର,୦୭/୧୦: ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା କେଳେଙ୍କାରୀ ଘଟଣାରେ ନୂଆ ତଥ୍ୟ ପଦାକୁ ଆସିଛି । ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ (ଓପିଆରବି) ସରକାର...
କଟକ,୦୭/୧୦: ଅଧା ଓଡ଼ିଶାକୁ ଖାଦ୍ୟ ସାମଗ୍ରୀ ଯୋଗାଉଥିବା ମାଲଗୋଦାମ୍ରେ ଚାରି ଦିନ ହେଲା ତାଲା । କୁମାର ପୂର୍ଣ୍ଣିମା ପାଇଁ ଯେଉଁଠି କପଡ଼ା ବଜାର ଉଛୁଳି ପଡ଼ିଥାନ୍ତା ସେଠି ନିର...
କଟକ,୦୭/୧୦: ‘ଭାଇଚାରା’ର ସହର କଟକକୁ ଶାନ୍ତି ଫେରୁଛି । ସହରର ଜୀବନଯାତ୍ରାରେ ସ୍ୱାଭାବିକତା ଫେରାଇ ଆଣିବାକୁ ସବୁ ସ୍ତରରେ, ସବୁ ମହଲରେ ଉଦ୍ୟମ ଜାରି ରହିଛି । ବିଗିଡ଼ି ଯାଇଥିବ...
ପୁରୀ ୦୭/୧୦: ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା । ଏହି ଅବସରରେ ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ଦ୍ୟୁତକ୍ରୀଡ଼ା ପ୍ରତିଯୋଗିତା ହେବ । ଏଥିସହ ଶ୍ରୀସୁଦର୍ଶନ ଦେବ ଶ୍ରୀମନ୍...
ଭୁବନେଶ୍ୱର,୦୭/୧୦: ଆସନ୍ତା ୩ ଦିନ ରାଜ୍ୟରେ ବର୍ଷା ସମ୍ଭାବନା। ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା,...
ଭୁବନେଶ୍ୱର,୦୬/୧୦: ଆସନ୍ତା ୧୧ ତାରିଖରୁ ୨୮ତମ ଏସିଆନ ଟେବୁଲ ଟେନିସ ଟିମ୍ ଚାମ୍ପିଅନସିପ୍ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ୫ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨...
ପୁରୀ,୦୬/୧୦: ମଙ୍ଗଳବାରଠୁ କାର୍ତ୍ତିକ ବ୍ରତ। ହୁଳହୁଳିରେ ଉଚ୍ଛୁଳିବ ହବିଷ୍ୟାଳି ଶିବିର । ବୟସ୍କା ମା’ଙ୍କ ଭଜନ ଜଣାଣରେ ପୁରୀରେ ଭରିବ ଉନ୍ମାଦନା । କାର୍ତ୍ତିକ ବ୍ରତ କରିବା ପାଇଁ...
ଭୁବନେଶ୍ୱର,୦୬/୧୦: ବସ୍ତିରେ ଆତଙ୍କ ଖେଳାଇଲେ । ଜଣଙ୍କ ଘରେ ପଶି ଛୁରି ଭୁସିବା ସହ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କଲେ । ଥାନାରେ ଅଭିଯୋଗ ପରେ ସହିଦନଗର ଥାନା ପୁଲିସ ଭାଇ-ଭ...