ପ୍ରମେୟ Breaking :
ପ୍ରମେୟ Breaking :

ଜିଲ୍ଲା

News Image
କେନ୍ଦୁଝରରେ ହାତୀ ଆତଙ୍କ: ବାହାରକୁ ଶୌଚ ପାଇଁ ଯାଇଥିବା ଯୁବକଙ୍କୁ ଦଳିଦେଲା ଦନ୍ତା
March 05, 2026

କେନ୍ଦୁଝର ସଦର, ୫/୩: କେନ୍ଦୁଝର ସଦର ବ୍ଲକରେ ଦନ୍ତା ହାତୀର କ୍ରୋଧର ଶିକାର ହେଲେ ଯୁବକ । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତ କନ୍ଦ୍ରରକଳା ଗାଁରେ ଗୁରୁବାର...

News Image
ଖାଦ୍ୟ ସନ୍ଧାନରେ କୂଅରେ ଖସିପଡ଼ିଲା ଦନ୍ତା, ଦୀର୍ଘ ଘଣ୍ଟାର ଅପରେସନ ପରେ ଉଦ୍ଧାର
March 05, 2026

କେନ୍ଦୁଝର, ୫।୩: କେନ୍ଦୁଝର ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ବନାଯୋଡ଼ି ଗାଁରେ କୂଅରେ ଖସିପଡ଼ିଲା ଦନ୍ତା । ଦୀର୍ଘ ଘଣ୍ଟାର ଅପରେସନ ପରେ ଉଦ୍ଧାର କଲେ ବନବିଭାଗ । ଜଣେ ବ୍ୟକ୍ତିଙ୍କ ପ...

News Image
ପବିତ୍ର ବୁଡ଼ ପାଲଟିଲା ଜଳସମାଧି, କେନାଲ ପାଣିରେ ବୁଡ଼ି ବୃଦ୍ଧଙ୍କ ଜୀବନ ଗଲା
March 04, 2026

କୋକସରା, ୪।୩: ମୋକ୍ଷ ପାଇବାକୁ ଯାଇ କେନାଲ ପାଣିରେ ବୁଡ଼ି ବୃଦ୍ଧ ମୃତ । ଗତକାଲି ଚନ୍ଦ୍ରଗ୍ରହଣ ଥିବାରୁ ସନ୍ଧ୍ୟାରେ ଗାଁ ନିକଟସ୍ଥ କେନାଲକୁ ଚନ୍ଦ୍ରଗ୍ରହଣ ସରିବା ପରେ ମୋକ୍ଷ ପ୍ରା...

News Image
ମଦ ମାଫିଆଙ୍କୁ ଝଟକା: ବରଡିହା ପଞ୍ଚାୟତରେ ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଓ ସାମଗ୍ରୀ ଜବତ
March 04, 2026

ଜଳେଶ୍ୱର, ୪।୩: ଜଳେଶ୍ୱର ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ । ବରଡିହା ପଞ୍ଚାୟତର ରଙ୍ଗାମାଟିଆ ଗାଁର ୩୦୦ ଲିଟର ଦେଶୀମଦ ସହ ୬୫୦୦ ଲିଟର ମହୁଲ ପଚାଣି ଚାବା ଓ ଦେଶୀମଦ ଉପକରଣ...

News Image
ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ରାସ୍ତା ଅବରୋଧ
March 03, 2026

ପୋଲସରା ୩।୩ : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନରସିଂହପଲ୍ଲୀ ଛକ ଠାରେ ଥିବା ବିଦେଶୀ ମଦ ଦୋକାନକୁ ବିରୋଧ କରି ରାସ୍ତାରୋକ। ମଙ୍ଗଳବାର ଶତାଧିକ ସ୍ଥାନୀୟ ମହିଳା ପୁରୁଷ ଏକ...

News Image
ଗର୍ଜିଲେ ଛାତ୍ରଛାତ୍ରୀ ! ଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ, ଟାୟାର ଜାଳି ଚକାଜାମ୍
March 02, 2026

ବାସୁଦେବପୁର, ୨।୩: ଛାତ୍ରୀଙ୍କୁ ଦୁର୍ବ୍ୟବହାର, ନ୍ୟାୟ ଦାବିରେ ଧାମରା ବାସୁଦେବପୁର ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ । ବାସୁଦେବପୁର ବ୍ଲକ କିସ୍ମତକୃଷ୍ଣପୁର ଗ୍ରାମରେ ଥିବା କିସ୍...

News Image
୫ ହଜାର ସୁରକ୍ଷିତ ପ୍ରସବ କରାଇ ଇତିହାସ ରଚିଲେ, ଅନ୍ଧବିଶ୍ୱାସ ଅନ୍ଧାରରେ ସାଜିଲେ ଆଲୋକ
March 02, 2026

କୋରାପୁଟ, ୨।୩: ଆଶା କର୍ମୀରୁ ସରପଞ୍ଚ । ସରପଞ୍ଚରୁ ଉଦ୍ୟୋଗୀ । ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବାରେ ପ୍ରମୁଖ ଭୂମିକା । ଦୀର୍ଘ ୨୩ ବର୍ଷ ଭିତରେ ୫ ହଜାରରୁ ଅଧିକ ମହି...

News Image
ଶ୍ରଦ୍ଧା ଅଛି, ସମ୍ମାନ ନାହିଁ ! ପାରିକୁଦ ଆରାଧ୍ୟ ଦେବତାଙ୍କୁ ନେଇ ଟଣାଓଟରା: ପ୍ରଶାସନିକ ଚାପରେ ଚେପା ହୋଇଛି କି ଭକ୍ତି ?
March 02, 2026

କୃଷ୍ଣପ୍ରସାଦ, ୨।୩: ପାରିକୁଦ ଅଞ୍ଚଳର ଆରାଧ୍ୟ ଠାକୁର କମଳେଶ୍ୱର ଦେବଙ୍କ ଦୋଳ ଉତ୍ସବକୁ ନେଇ ଲାଗି ରହିଥିବା ବିବାଦ ଥମୁନି । ପ୍ରଶାସନ ଏହାର ସମାଧାନ କରିବା ପରିବର୍ତ୍ତେ ଚାପରେ ଚେ...

News Image
ଶୂନ୍ୟରୁ ଶିଖର: ଝୋଟ ବ୍ୟାଗ୍ ବିକି ସଙ୍ଗୀତା ସାଜିଲେ ଲକ୍ଷପତି, ସଂଘର୍ଷରୁ ସଫଳତାର କାହାଣୀ
March 01, 2026

ଖୋର୍ଦ୍ଧା, ୧।୩: ଖୋର୍ଦ୍ଧା ବ୍ଳକ ପୁବୁସାହି ପଞ୍ଚାୟତ ଅନ୍ତର୍ଗତ ଜୟମଙ୍ଗଳ ଗ୍ରାମର ୪୦ ବର୍ଷୀୟ ସଂଗୀତା ଗୁମାନସିଂହ । ୫ ବର୍ଷ ତଳେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍...

News Image
ବିଏମସିର ବଜେଟ୍ ‘ବାଜି’: ୧୦୫୦ କୋଟିର ଆୟବ୍ୟୟ ଅଟକଳରେ ଝଲସିବ ରାଜଧାନୀ, ପଛରେ ପଡ଼ିଯିବ କି ବ୍ରହ୍ମପୁର ?
March 01, 2026

ବ୍ରହ୍ମପୁର, ୧।୩: କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍ ଉପସ୍ଥାପନ କରିସାରିଛନ୍ତି । ଏବେ ମହାନଗର ନିଗମର ବଜେଟ୍ ଉପସ୍ଥାପନ ସମୟ । ଏହାରି ଭିତରେ ଭୁବନେଶ୍ୱର ମହାନଗର ନିଗମ ରାଜଧାନୀ ଲୋ...