ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

କିସିଂ ସିନ୍‌ ପାଇଁ ‘ଫାଇଟର’ର ଫିଲ୍ମ ନିର୍ମାତାଙ୍କୁ ଭାରତୀୟ ୱିଙ୍ଗ୍ କମାଣ୍ଡରଙ୍କ ମାନହାନି ନୋଟିସ୍

ମୁମ୍ବାଇ, ୬।୦୨: ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ ଅଭିନୀତ ଫାଇଟର ଫିଲ୍ମକୁ ଲିଗାଲ ନୋଟିସ ପଠାଯାଇଛି । ଫିଲ୍ମରେ ହ୍ରିତିକ ଓ ଦୀପିକାଙ୍କ ଏକ ଚୁମ୍ବନ ଦୃଶ୍ୟ ରହିଥିବା ବେଳେ ତାକୁ ବିରୋଧ କରି ଆସାମର ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ସୌମ୍ୟଦୀପ ଦାସ ଫିଲ୍ମ ନିର୍ମାତାଙ୍କୁ ଏହି ମାନହାନି ନୋଟିସ ପଠାଇଛନ୍ତି । ସେଥିରେ ଉଲ୍ଲେଖ କରାଯାଇଛି କି ସେନା ୟୁନିଫର୍ମ ହେଉଛି ତ୍ୟାଗ, ବଳିଦାନ, ସେନା ଓ ଉତ୍ସର୍ଗର ପ୍ରତୀକ । କିନ୍ତୁ, ସେନା ୟୁନିଫର୍ମ ପିନ୍ଧି ବ୍ୟକ୍ତିଗତ ରୋମାଣ୍ଟିକ ଦୃଶ୍ୟ ଦେଖାଇବା ଏହାର ଅପମାନ । ଏହାଦ୍ୱାରା କେବଳ ସେନା ୟୁନିଫର୍ମର ମର୍ଯ୍ୟଦାହାନୀ ହୋଇନାହିଁ, ବରଂ ଦେଶସେବା କରି ବଳିଦାନ ଦେଇଥିବା ଅଗଣିତ ସେନା ଅଫିସରଙ୍କ ପ୍ରତି ଏହା ଅସମ୍ମାନ ବୋଲି ୱିଙ୍ଗ କମାଣ୍ଡର କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.