ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କିସିଂ ସିନ୍‌ ପାଇଁ ‘ଫାଇଟର’ର ଫିଲ୍ମ ନିର୍ମାତାଙ୍କୁ ଭାରତୀୟ ୱିଙ୍ଗ୍ କମାଣ୍ଡରଙ୍କ ମାନହାନି ନୋଟିସ୍

ମୁମ୍ବାଇ, ୬।୦୨: ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ ଅଭିନୀତ ଫାଇଟର ଫିଲ୍ମକୁ ଲିଗାଲ ନୋଟିସ ପଠାଯାଇଛି । ଫିଲ୍ମରେ ହ୍ରିତିକ ଓ ଦୀପିକାଙ୍କ ଏକ ଚୁମ୍ବନ ଦୃଶ୍ୟ ରହିଥିବା ବେଳେ ତାକୁ ବିରୋଧ କରି ଆସାମର ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ସୌମ୍ୟଦୀପ ଦାସ ଫିଲ୍ମ ନିର୍ମାତାଙ୍କୁ ଏହି ମାନହାନି ନୋଟିସ ପଠାଇଛନ୍ତି । ସେଥିରେ ଉଲ୍ଲେଖ କରାଯାଇଛି କି ସେନା ୟୁନିଫର୍ମ ହେଉଛି ତ୍ୟାଗ, ବଳିଦାନ, ସେନା ଓ ଉତ୍ସର୍ଗର ପ୍ରତୀକ । କିନ୍ତୁ, ସେନା ୟୁନିଫର୍ମ ପିନ୍ଧି ବ୍ୟକ୍ତିଗତ ରୋମାଣ୍ଟିକ ଦୃଶ୍ୟ ଦେଖାଇବା ଏହାର ଅପମାନ । ଏହାଦ୍ୱାରା କେବଳ ସେନା ୟୁନିଫର୍ମର ମର୍ଯ୍ୟଦାହାନୀ ହୋଇନାହିଁ, ବରଂ ଦେଶସେବା କରି ବଳିଦାନ ଦେଇଥିବା ଅଗଣିତ ସେନା ଅଫିସରଙ୍କ ପ୍ରତି ଏହା ଅସମ୍ମାନ ବୋଲି ୱିଙ୍ଗ କମାଣ୍ଡର କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.