ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଦୀର୍ଘ ବର୍ଷର ସନ୍ଧାନ, ପୁନଃ ଜନ୍ମର ସଙ୍କେତ... ଜାଣନ୍ତୁ କିଭଳି ହୋଇଥାଏ ଦଲାଇ ଲାମାଙ୍କ ଚୟନ ?

ନୂଆଦିଲ୍ଲୀ,୧୦।୧୨: ଦଲାଇ ଲାମା ଏଭଳି ଜଣେ ବ୍ୟକ୍ତି, ଯାହାଙ୍କୁ ଚୀନ୍ ମଧ୍ୟ ଭୟ କରେ। ଚୀନ୍ର ଇଛା ସେ ସୁଯୋଗ ପାଇଲେ ଦଲାଇ ଲାମାଙ୍କୁ ଜୀବନରେ ମାରିଦେବ। ତେବେ ଭାରତର ଶରଣରେ ଥିବାରୁ ସେ ସୁରକ୍ଷିତ ଅଛନ୍ତି। ଚୀନ୍ ଦଲାଇ ଲାମାଙ୍କୁ ଷଡଯନ୍ତ୍ରରେ ଫଶଇବାର ଚେଷ୍ଟା କରିଥିଲା, କିନ୍ତୁ ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ। ତିବ୍ଦତ ସରକାର ଗଠନ ପରେ ସ୍ପଷ୍ଟ ହୋଇଯାଇଛି ଯେ, ଦଲାଇ ଲାମାଙ୍କ ଜୀବନ ପ୍ରତି ବିପଦ ଥିଲା। ଚୀନ୍ ତାଙ୍କୁ ଫଶାଇବାର ଚେଷ୍ଟାରେ ଥିଲା। ସେତେବେଳେ ଦଲାଇ ଲାମା ଭାରତରେ ଶରଣ ନେବାର ବିଚାର କରୁଥିଲେ ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁଙ୍କୁ ବାର୍ତ୍ତା ଦେଇଥିଲେ। ପଣ୍ଡିତ ନେହରୁ ତୁରନ୍ତ ତାଙ୍କୁ ଅନୁମତି ଦେଇଥିଲେ। ସେବେଠାରୁ ସେ ଭାରତରେ ରହି ଆସୁଛନ୍ତି।

ବୌଦ୍ଧ ଧର୍ମରେ ଭଗବାନ ବୁଦ୍ଧଙ୍କ ପରେ ଯଦି କାହାକୁ ଉଚ୍ଚ ସ୍ଥାନ ପ୍ରାପ୍ତ ଅଛି ତେ‌ବେ ଦଲାଇ ଲାମା। ବୌଦ୍ଧ ଧର୍ମ ମତରେ ଲୋକମାନେ ଦଲାଇ ଲାମଙ୍କ ଭିତରେ ଭଗବାନ ବୁଦ୍ଧଙ୍କ ଛବି ଦେଖନ୍ତି। ସେ ତିବ୍ଦତୀୟ ବୌଦ୍ଧର ନା କେବଳ ଧର୍ମଗୁରୁ ବଂର ରାଜନୈତିକ ଗୁରୁ ମଧ୍ୟ ହୋଇଥାନ୍ତି। ଦଲାଇଲାମା ହେବାର ପକ୍ରିୟା ମଧ୍ୟ ଏତେ ସହଜ ନୁହେଁ। ସେଭଳି ଜଣେ ଦଲାଇ ଲାମା ଥିବା ବେଳେ ଅନ୍ୟ କୌଣସିଙ୍କୁ ଏହି ପଦ ପାଇଁ ଚୟନ କରିହେବନି। କୁହାଯାଏ ଯେ, ଦଲାଇ ଲାମା ସବୁବେଳେ ଜଣେ ବ୍ୟକ୍ତି ରୁହନ୍ତି ଓ ବାରମ୍ବାର ଜନ୍ମ ନେଇଥାନ୍ତି।

ଚୀନ୍‌ ଚାହୁଁଛି ଯେ, ଦଲାଇ ଲାମାଙ୍କ ଚୟନ ତା’ର ଇଛା ଅନୁସାରେ ହେଉ। ଦଲାଇର ଅର୍ଥ ମଙ୍ଗୋଲିୟାଇ ଭାଷାରେ ସାଗର ହୋଇଥାଏ ଓ ଲାମାର ଅର୍ଥ ଗୁରୁ ହୋଇଥାଏ। ବର୍ତ୍ତମାନ ସମୟରେ ଦଲାଇ ଲାମାଙ୍କ ପ୍ରକୃତ ନାମ ନେତାଜିନ୍ କ୍ୟାୟାତ୍ସୋ ରହିଛି। ଦୁଇ ବର୍ଷ ବୟସରେ ତାଙ୍କର ଚୟନକରାଯାଇଥିଲା। ସେ ୧୯୫୯ ରେ ଭାରତ ଆସିଥିଲେ। ତିବ୍ଦତୀୟ ସମ୍ପ୍ରଦାୟ ମତରେ ଦଲାଇ ଲାମାଙ୍କ ପୁନଃଜନ୍ମ ହୋଇଥାଏ। ଯେତେବେଳେ ଜଣେ ଦଲାଇ ଲାମାଙ୍କର ମୃତ୍ୟୁ ହୋଇଥାଏ ଆଗାମୀ ଦଲାଇ ଲାମାଙ୍କ ସନ୍ଧାନ ଆରମ୍ଭ ହୋଇଥାଏ। ସେତେବେଳେ କୌଣସି ବିଦ୍ବାନଙ୍କୁ ଏହି ପଦ ଦିଆଯାଇଥାଏ। ଦଲାଇ ଲାମାଙ୍କ ସନ୍ଧାନ ବହୁ ବର୍ଷ ପର୍ଯ୍ୟନ୍ତ ଚାଲିପାରେ। ଦଲାଇ ଲାମାଙ୍କ ଚୟନ ପରେ ତାଙ୍କର ଶିକ୍ଷା-ଦୀକ୍ଷା ମଧ୍ୟ ବିଶେଷ ଭାବରେ କରାଯାଇଥାଏ। ସଙ୍କେତ ଆଧାରରେ, ପୂର୍ବ ଦଲାଇଲାମାଙ୍କ ବିଷୟରେ ଜାଣି ହେଉଥିଲା ଓ ପରେ ଆରମ୍ଭ ହେଉଥିଲା ପରୀକ୍ଷା।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.